ନବୀନ ନିବାସରେ ମୋହନ
ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ଆଜି ଅପରାହ୍ନ ୪,୪୫ ରେ ଜନତା ମୈଦାନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେବାକୁ ଆସିଥିଲେ ମୋହନ I ତେବେ ନିମନ୍ତ୍ରଣ ରକ୍ଷା କରିଛନ୍ତି ନବୀନ I ସେ ଆଜି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି I

Tags: