ନଦୀକୁ ଡେଇଁ ମହିଳା ନିଖୋଜ
ଯାଜପୁର : ଖରସ୍ରୋତା ନଦୀକୁ ଡେଇଁ ମହିଳା ନିଖୋଜ । ମହିଳା ଜଣକ ସ୍ଥାନୀୟ ମଧୁବନ ଅନ୍ତର୍ଗତ କୃଷ୍ଣପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ତାଙ୍କ ପରିଚୟ ଜଣାପଡ଼ିନାହିଁ। ସେ ପୋଲ ଉପରେ ଚପଲ, ସ୍କୁଟି ଏବଂ ମୋବାଇଲ ଫୋନ ରଖି ନଦୀକୁ ଡେଇଁପଡ଼ିଛନ୍ତି। ନିଖୋଜ ମହିଳା ଙ୍କ ନାଁ ମନ୍ଦାକିନୀ ସାମଲ ବୋଲି ଜଣାପଡିଛି । ତେବେ ସେକାହିଁକି କାହିଁକି ଏଭଳି ପଦକ୍ଷେପ ନେଲେ ତାହାର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ସଦର ଥାନା ପୋଲିସ […]
ଯାଜପୁର : ଖରସ୍ରୋତା ନଦୀକୁ ଡେଇଁ ମହିଳା ନିଖୋଜ । ମହିଳା ଜଣକ ସ୍ଥାନୀୟ ମଧୁବନ ଅନ୍ତର୍ଗତ କୃଷ୍ଣପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ତାଙ୍କ ପରିଚୟ ଜଣାପଡ଼ିନାହିଁ। ସେ ପୋଲ ଉପରେ ଚପଲ, ସ୍କୁଟି ଏବଂ ମୋବାଇଲ ଫୋନ ରଖି ନଦୀକୁ ଡେଇଁପଡ଼ିଛନ୍ତି। ନିଖୋଜ ମହିଳା ଙ୍କ ନାଁ ମନ୍ଦାକିନୀ ସାମଲ ବୋଲି ଜଣାପଡିଛି । ତେବେ ସେକାହିଁକି କାହିଁକି ଏଭଳି ପଦକ୍ଷେପ ନେଲେ ତାହାର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ି ମୋବାଇଲ୍ ଫୋନ୍ ଜୋତାକୁ ପୋଲିସ ଜବତ କରିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।




