ଦ୍ୱାରଶୁଣି ଘାଟିରେ ପିଆଜ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ପୁଣିଥରେ ଦୁର୍ଘଟଣା। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିର ୪୯ ନମ୍ବର ଜାତୀୟ ରାଜପଥରେ ଏକ ପିଆଜ ବୋଝେଇ ଟ୍ରକ୍‌ ବ୍ରେକ ଫେଲ୍ ଯୋଗୁ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି। ନାସିକରୁ ପଶ୍ଚିମବଙ୍ଗକୁ ଟ୍ରକରେ ପିଆଜ ବୋଝେଇ କରି ଯାଉଥିବା ବେଳେ ବ୍ରେକ ଫେଲ ହୋଇ ଘାଟି ତଳକୁ ଖସି ଯାଇଥିଲା। ଦୁର୍ଘଟଣାରେ ଚାଳକ ସୁସ୍ଥ ଥିବା ବେଳେ ହେଲପର ସାମାନ୍ୟ ଆହତ ହୋଇ ବାଙ୍ଗିରିପୋଷି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Samaya Live Picture
Published On

Tags: