ଦାଦାବଟିକୁ କେନ୍ଦ୍ର କରି ବୋମାମାଡ଼

ବାଙ୍କୀ : ଦାଦାବଟି ମାଗିବାକୁ ନେଇ ଠିକାଦାରଙ୍କ ଜେସିବି ମେସିନକୁ ବୋମାମାଡ । କଟକ ବାଙ୍କୀ ମୁଖ୍ୟ ରାସ୍ତାରୁ କଇଁମୁଣ୍ଡି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ବୋମା ମାଡ କରିଛନ୍ତି ଦୁର୍ବୁତ୍ତ । ଦାଦାବଟି ନମିଳିବାରୁ ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥାକୁ ଭୟଭୀତ କରିବାକୁ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ବୋମା ମାଡ କରି ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ କାଇଁମୁଣ୍ଡି ଫାଣ୍ଡି ଓ ବାଙ୍କୀ […]

Samaya Live Picture
Published On

ବାଙ୍କୀ : ଦାଦାବଟି ମାଗିବାକୁ ନେଇ ଠିକାଦାରଙ୍କ ଜେସିବି ମେସିନକୁ ବୋମାମାଡ । କଟକ ବାଙ୍କୀ ମୁଖ୍ୟ ରାସ୍ତାରୁ କଇଁମୁଣ୍ଡି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ବୋମା ମାଡ କରିଛନ୍ତି ଦୁର୍ବୁତ୍ତ । ଦାଦାବଟି ନମିଳିବାରୁ ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥାକୁ ଭୟଭୀତ କରିବାକୁ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ବୋମା ମାଡ କରି ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ କାଇଁମୁଣ୍ଡି ଫାଣ୍ଡି ଓ ବାଙ୍କୀ ପୋଲିସର ତଦନ୍ତ ଜାରି । ପୂର୍ବରୁ ମଧ୍ୟ ଠିକା ସଂସ୍ଥାର ସୁପର ଭାଇଜରକୁ କିଛି ଲୋକ ଦାଦା ବଟି ମାଗିବା ସହ ଧମକ ଦେଇଥିବାର ସୂଚନା ମିଳିଛି ।

Tags: