ଦଳ ବିରୋଧୀ କାର୍ଯ୍ୟପାଇଁ ଅନୁଗୁଳ ଜିଲ୍ଲାରୁ ଦୁଇ ବିଜେଡି ନେତା ସସପେଣ୍ଡ
ଭୁବନେଶ୍ୱର :୨୦୨୪ ନିର୍ବାଚନ ପୂର୍ବରୁ ଦଳ ସଜାଡୁଛି ବିଜେଡି I ସର୍ବଦା ସ୍ୱଚ୍ଛ ଶାସନକୁ ଗୁରୁତ୍ୱ ଦେଇଆସୁଥିବା ମୁଖ୍ୟମନ୍ତ୍ରୀ ଦଳ ବିରୋଧୀଙ୍କ ଉପରେ ନେଉଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ I ଏହା ମଧ୍ୟରେ ପୁଣି ଦୁଇଜଣ ନେତାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ଅନୁଗୁଳ ଜିଲ୍ଲା ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ବିଜେଡିରୁ ସସପେଣ୍ଡ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନୁଗୋଳ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁ ଏବଂ ସମ୍ପାଦକ ଯୋଗେଶ ଭୁକ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। […]
ଭୁବନେଶ୍ୱର :୨୦୨୪ ନିର୍ବାଚନ ପୂର୍ବରୁ ଦଳ ସଜାଡୁଛି ବିଜେଡି I ସର୍ବଦା ସ୍ୱଚ୍ଛ ଶାସନକୁ ଗୁରୁତ୍ୱ ଦେଇଆସୁଥିବା ମୁଖ୍ୟମନ୍ତ୍ରୀ ଦଳ ବିରୋଧୀଙ୍କ ଉପରେ ନେଉଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ I ଏହା ମଧ୍ୟରେ ପୁଣି ଦୁଇଜଣ ନେତାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ଅନୁଗୁଳ ଜିଲ୍ଲା ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ବିଜେଡିରୁ ସସପେଣ୍ଡ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନୁଗୋଳ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁ ଏବଂ ସମ୍ପାଦକ ଯୋଗେଶ ଭୁକ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁହିଁଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି।




