ଥମୁନାହିଁ ରାଜଧାନୀ ଆପାର୍ଟମେଣ୍ଟରୁ ସିରିଜ ଲୁଟ

ଭୁବନେଶ୍ୱର : ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ରହିଛି ଆପାର୍ଟମେଣ୍ଟ। କିଛି ଦିନର ବ୍ୟବଧାନ ପରେ ପୁଣି ଆପାର୍ଟମେଣ୍ଟରୁ ହୋଇଛି ସିରିଜ ଲୁଟ୍‌‌ ହୋଇଛି। ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟ୍ସରେ ଥିବା ୩ଟି ଫ୍ଲାଟରୁ ଏକାଥରକେ ଲୁଟ୍‌‌ ହୋଇଛି। ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ଦୁର୍ବୃତ୍ତ ଏହି ଲୁଟ୍‌‌ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ୩ଟି ପ୍ଲଟରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣାସହିତ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ରହିଛି ଆପାର୍ଟମେଣ୍ଟ। କିଛି ଦିନର ବ୍ୟବଧାନ ପରେ ପୁଣି ଆପାର୍ଟମେଣ୍ଟରୁ ହୋଇଛି ସିରିଜ ଲୁଟ୍‌‌ ହୋଇଛି। ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟ୍ସରେ ଥିବା ୩ଟି ଫ୍ଲାଟରୁ ଏକାଥରକେ ଲୁଟ୍‌‌ ହୋଇଛି। ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ଦୁର୍ବୃତ୍ତ ଏହି ଲୁଟ୍‌‌ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ୩ଟି ପ୍ଲଟରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣାସହିତ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଲୁଟ୍‌‌ ବେଳର ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ସାଇଣ୍ଟିଫିକ୍‌‌ ଟିମ୍‌‌ ସହାୟତାରେ ପାହାଳ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: