ଡ଼ଙ୍ଗାବୁଡି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ନିଖୋଜ

କୋରାପୁଟ : ବିବାହ ଭୋଜିରେ ଯୋଗ ଦେଇ ଫେରିବାବେଳେ ବୁଡିଗଲା ଦେଶୀ ଡଙ୍ଗା I ଏଥିରେ ୫ ଜଣ ନିଖୋଜ ହୋଇଥିବାବେଳେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି I କିନ୍ତୁ ବର୍ତମାନ ସୁଦ୍ଧା ଆଉ ୪ଜଣ ନିଖୋଜ ଥିବା ଜଣା ପଡିଛି I ଗୋଟିଏ ବିବାହ ଭୋଜିରେ ଯୋଗ ଦେବାକୁ ଉପରୋକ୍ତ ୫ଜଣ ଦେଶୀ ଡଙ୍ଗାରେ ଗତକାଲି ସକାଳେ ବାଡେଲ ଗାଁକୁ ଯାଇ ସଂଧ୍ୟାରେ ପୁଣି ନିଜ ଗାଁକୁ ଫେରୁଥିଲେ। କିନ୍ତୁ ରାତି ଅନ୍ଧାରରେ ଡଙ୍ଗା ବୁଡ଼ି […]

Samaya Live Picture
Published On

କୋରାପୁଟ : ବିବାହ ଭୋଜିରେ ଯୋଗ ଦେଇ ଫେରିବାବେଳେ ବୁଡିଗଲା ଦେଶୀ ଡଙ୍ଗା I ଏଥିରେ ୫ ଜଣ ନିଖୋଜ ହୋଇଥିବାବେଳେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି I କିନ୍ତୁ ବର୍ତମାନ ସୁଦ୍ଧା ଆଉ ୪ଜଣ ନିଖୋଜ ଥିବା ଜଣା ପଡିଛି I ଗୋଟିଏ ବିବାହ ଭୋଜିରେ ଯୋଗ ଦେବାକୁ ଉପରୋକ୍ତ ୫ଜଣ ଦେଶୀ ଡଙ୍ଗାରେ ଗତକାଲି ସକାଳେ ବାଡେଲ ଗାଁକୁ ଯାଇ ସଂଧ୍ୟାରେ ପୁଣି ନିଜ ଗାଁକୁ ଫେରୁଥିଲେ। କିନ୍ତୁ ରାତି ଅନ୍ଧାରରେ ଡଙ୍ଗା ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ସକାଳେ ଲାଲମଣିଙ୍କ ଶବ ତାନସିଂ ନଦୀଘାଟରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ I କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନ୍ୟ ୪ଜଣଙ୍କର ପଟ୍ଟା ମିଳିପାରିନାହିଁ I ଘଟଣାସ୍ଥଳରେ କୋରାପୁଟ ଓଡ୍ରାଫ୍ଟ ଟିମ୍ ନନ୍ଦପୁର ତହସିଲଦାର ଏବଂ ପାଡୁଆ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Tags: