ଟାୱାର ଚଢି ଜେଲରୁ କଏଦୀ ଫେରାର

ରାଉରକେଲା : ପୋଲିସ ଆଖିରେ ଧୂଳି ଦେଇ ଜେଲରୁ କଏଦୀ ଫେରାର । ହତ୍ୟା ଅଭିଯୁକ୍ତ କଏଦୀ ହେଉଛି ସୁରେଶ ବାର୍ଲା । ସେ ଜେଲ ନିକଟରେ ଥିବା ଏକ ଟାୱାର ଚଢି ଫେରାର ମାରିଥିବା ସୂଚନା ମିଳିଛି । କଏଦୀଙ୍କୁ ଧରିବା ପାଇଁ ସମସ୍ତ ଜାଗାରେ ଚଢ଼ାଉ କରୁଛି ରାଉରକେଲା ପୋଲିସ ।

ଟାୱାର ଚଢି ଜେଲରୁ କଏଦୀ ଫେରାର
Samaya Live Picture
Published On

Tags: