ଟାଙ୍ଗିଆରେ ହାଣି ଶାଶୁ ଏବଂ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ରେଢ଼ାଖୋଲ : ପାରିବାରିକ କଳହକୁ ନେଇ ଡବଲ ମର୍ଡର I ଶାବଳରେ ଭୁଷି ଶାଶୁ ଏବଂ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ I ରେଢ଼ାଖୋଲ ଥାନା ପୋଡାବଲଣ୍ଡା ଗ୍ରାମରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ I ମୃତକ ହେଲେ ଶାଶୁ ରୁବି ସାହୁ ଓ ସ୍ତ୍ରୀ ଲକି ସାହୁ । ଘଟଣା ପରେ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଘରୋଇ କଳହକୁ ନେଇ […]
ରେଢ଼ାଖୋଲ : ପାରିବାରିକ କଳହକୁ ନେଇ ଡବଲ ମର୍ଡର I ଶାବଳରେ ଭୁଷି ଶାଶୁ ଏବଂ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ I ରେଢ଼ାଖୋଲ ଥାନା ପୋଡାବଲଣ୍ଡା ଗ୍ରାମରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ I ମୃତକ ହେଲେ ଶାଶୁ ରୁବି ସାହୁ ଓ ସ୍ତ୍ରୀ ଲକି ସାହୁ । ଘଟଣା ପରେ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଘରୋଇ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
Tags:




