ଝାରପଡା ଜେଲ ଭିତରେ ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ
ଭୁବନେଶ୍ୱର : ଝାରପଡାଜେଲ ଭିତରେ ମହିଳା କଏଦୀଙ୍କ ମୃତ୍ୟୁ I ବଧୂହତ୍ୟା ମାମଲାରେ ବିଚାରାଧୀନ ମହିଳା କଏଦୀ ସୁକାନ୍ତି ଭୋଇଙ୍କର ମୃତ୍ୟୁ ଘଟିଛି I ଲକ୍ଷ୍ମୀସାଗର ଥାନା ପୋଲିସ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି I ଜେଲ ଭିତରେ ଅସୁସ୍ଥ ହୋଇ ସୁକାନ୍ତି ଚିକିତ୍ସାଧୀନ ଥିଲେ I ସେ ଏକ ବଧୂହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିଲେ I

Tags: