ଜିଏମ ବିଶ୍ୱବିଦ୍ୟାଳୟରେ ଅସଦାଚରଣ ,ଅଧ୍ୟାପକ ଗିରଫ

ସୁନ୍ଦରଗଡ଼ : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଆଧ୍ୟାପକ ଗିରଫ । ବିବାହର ପ୍ରତିଶୃତି ଦେଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଆଧ୍ୟାପକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଅଧ୍ୟାପକ ହେଲେ ଗୋପିକାନ୍ତ ସୁନା । ସେ ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଥିବାବେଳେ ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ମହିଳା ଥାନା। ତେବେ ଏହି ଘଟଣାରେ ୪ ମାସ ପୂର୍ବରୁ ଥାନାରେ ଏତଲା […]

ଜିଏମ ବିଶ୍ୱବିଦ୍ୟାଳୟରେ ଅସଦାଚରଣ ,ଅଧ୍ୟାପକ ଗିରଫ
Samaya Live Picture
Published On

ସୁନ୍ଦରଗଡ଼ : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଆଧ୍ୟାପକ ଗିରଫ । ବିବାହର ପ୍ରତିଶୃତି ଦେଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଆଧ୍ୟାପକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଅଧ୍ୟାପକ ହେଲେ ଗୋପିକାନ୍ତ ସୁନା । ସେ ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଥିବାବେଳେ ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ମହିଳା ଥାନା। ତେବେ ଏହି ଘଟଣାରେ ୪ ମାସ ପୂର୍ବରୁ ଥାନାରେ ଏତଲା ଦେଇଥିଲେ ପୀଡିତା । ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Tags: