ଜନଶତାବ୍ଦି ଏକ୍ସପ୍ରେସରେ ନିଆଁ

କଟକ : ଭୁବନେଶ୍ୱର ରୁ ହାୱଡା ହାୱଡା ଯାଉଥିବା ସମୟରେ ଜନଶତାବ୍ଦି ଏକ୍ସପ୍ରେସରେ ଲାଗିଲା ନିଆଁ I କଟକ ଷ୍ଟେସନ ଦେଇ ଯାଉଥିବାବେଳେ ଟ୍ରେନ ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ତେବେ କଟକରେ ପହଞ୍ଚିବା ପରେ ଟ୍ରେନ୍‌ର ବ୍ରେକ୍‌ ଜାମ ହୋଇ ଯାଇଥିବା ବେଳେ ଏକ ଡି-୯ ବଗି ତଳୁ ଧୂଆଁ ବାହାରୁଥିବା ଜଣା ପଡିଥିଲା I ଧୂଆଁ ଦେଖି ବଗି ଭିତରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ Iଖବର ପାଇ ଦମକଳ ବାହିନୀ […]

Samaya Live Picture
Published On

କଟକ : ଭୁବନେଶ୍ୱର ରୁ ହାୱଡା ହାୱଡା ଯାଉଥିବା ସମୟରେ ଜନଶତାବ୍ଦି ଏକ୍ସପ୍ରେସରେ ଲାଗିଲା ନିଆଁ I କଟକ ଷ୍ଟେସନ ଦେଇ ଯାଉଥିବାବେଳେ ଟ୍ରେନ ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ତେବେ କଟକରେ ପହଞ୍ଚିବା ପରେ ଟ୍ରେନ୍‌ର ବ୍ରେକ୍‌ ଜାମ ହୋଇ ଯାଇଥିବା ବେଳେ ଏକ ଡି-୯ ବଗି ତଳୁ ଧୂଆଁ ବାହାରୁଥିବା ଜଣା ପଡିଥିଲା I ଧୂଆଁ ଦେଖି ବଗି ଭିତରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ Iଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ବ୍ରେକ୍ ବାଇଡିଂ ଯୋଗୁଁ ନିଆଁ ଲାଗିଥିବା ରେଲୱେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛ । ନିଆକୁ ଆୟତ୍ତ ପରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଛାଡିଛି ଟ୍ରେନ୍ ।

Tags: