ଗାଧୋଇବା ବେଳେ ପାଣି ବୁଡ଼ିଗଲେ ଦୁଇ ନାବାଳିକାଙ୍କ ମୃତ୍ୟୁ

ବାଲେଶ୍ୱର: ଗାଧୋଇବାବେଳେ ବୁଡି ଯାଇ ୨ ନାବାଳିକାଙ୍କ ମୃତ୍ୟୁ I ବାଲେଶ୍ୱର ଜିଲ୍ଲା ଓଡ଼ଙ୍ଗି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ପୋଖରୀରେ ଗାଧୋଇବା ବେଳେ ଏଭଳି ଅଘଟଣ ଘଟିଛି। ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଉଭୟଙ୍କ ଆନୁମାନିକ ବୟସ ୧୦ ରୁ ୧୨ ବର୍ଷ ହେବ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିବା […]

Samaya Live Picture
Published On

ବାଲେଶ୍ୱର: ଗାଧୋଇବାବେଳେ ବୁଡି ଯାଇ ୨ ନାବାଳିକାଙ୍କ ମୃତ୍ୟୁ I ବାଲେଶ୍ୱର ଜିଲ୍ଲା ଓଡ଼ଙ୍ଗି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ପୋଖରୀରେ ଗାଧୋଇବା ବେଳେ ଏଭଳି ଅଘଟଣ ଘଟିଛି। ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଉଭୟଙ୍କ ଆନୁମାନିକ ବୟସ ୧୦ ରୁ ୧୨ ବର୍ଷ ହେବ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଏଭଳି ଅଘଟଣ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Tags: