କୁଦରସାହି ଡ୍ୟାମରେ ବୁଡି ୨ମୃତ

ସୁନ୍ଦରଗଡ: ରୁଗୁଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇ ଡ୍ୟାମରେ ବୁଡି୨ ନାବାଳକର ମୃତ୍ୟୁ ଘଟିଛି । ମୃତ ୨ ନାବାଳକ ହେଲେ ବୁଡ଼ୁନି ମୁଣ୍ଡା ଓ ମଦନ ମୁଣ୍ଡା l ସୂଚନାନୁଯାୟୀ, ରୁଗୁଡି ଥାନା ଅଧିନସ୍ଥ ଗନ୍ଦଲପଦା ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ଓ ଭଉଣୀ କୁଦରସାହି ଡ୍ୟାମକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ଅନେକ ଖୋଜାଖୋଜି ପରେ ଡ୍ୟାମ ନିକଟରୁ ଉଭୟଙ୍କୁ ପରିବାର ଲୋକ ଉଦ୍ଧାର କରିଥିଲେ l […]

Samaya Live Picture
Published On

ସୁନ୍ଦରଗଡ: ରୁଗୁଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇ ଡ୍ୟାମରେ ବୁଡି୨ ନାବାଳକର ମୃତ୍ୟୁ ଘଟିଛି । ମୃତ ୨ ନାବାଳକ ହେଲେ ବୁଡ଼ୁନି ମୁଣ୍ଡା ଓ ମଦନ ମୁଣ୍ଡା l

ସୂଚନାନୁଯାୟୀ, ରୁଗୁଡି ଥାନା ଅଧିନସ୍ଥ ଗନ୍ଦଲପଦା ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ଓ ଭଉଣୀ କୁଦରସାହି ଡ୍ୟାମକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ଅନେକ ଖୋଜାଖୋଜି ପରେ ଡ୍ୟାମ ନିକଟରୁ ଉଭୟଙ୍କୁ ପରିବାର ଲୋକ ଉଦ୍ଧାର କରିଥିଲେ l ତାପରେ ସେମାନଙ୍କୁ ଡାକ୍ତରଖାନା ନେଇଥିଲେ l ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ପୋଲିସ ଉଭୟ ଶବକୁ ଉଦ୍ଧାର କରି ବ୍ୟବେଛେଦ ପାଇଁ ପଠାଇଛି l ଏପରି ଘଟଣା ପରେ ଅଞ୍ଚଳକୁ ଶୋକର ଛାୟା ଖେଳିଯାଇଛି l

Tags: