କାର ଧକ୍କାରେ ୨ ସାଇକେଲ ଆରୋହୀ ମୃତ
ସୁନ୍ଦରଗଡ଼ : କାର ଧକ୍କାରେ ୨ ସାଇକେଲ ଆରୋହୀ ମୃତ I ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିଜୁ ଏକ୍ସପ୍ରେସୱେ ଝାରମୁଣ୍ଡା ନିକଟରେ I ଗାଁର ସମ୍ବାରୁ ସାହୁ ଓ କ୍ଷୀରୋଦ ପୃଷେଠ ଶୌଚ ପାଇଁ ରାସ୍ତା ପାର ହେଉଥିବାବେଳେ,କାରଟି ଉଭୟଙ୍କୁ ଧକ୍କା ଦେଇ ଚାଲିଯାଇଥିଲା I ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗ୍ରାମବାସୀ ଗାଡ଼ିଟିକୁ ଗୋଡ଼ାଇ ଧରିଛନ୍ତି I କାରଟି ସୁନ୍ଦରଗଡ଼ରୁ ରାଉରକେଲା ଅଭିମୁଖେ ଯାଉଥିଲା I ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି I […]
ସୁନ୍ଦରଗଡ଼ : କାର ଧକ୍କାରେ ୨ ସାଇକେଲ ଆରୋହୀ ମୃତ I ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିଜୁ ଏକ୍ସପ୍ରେସୱେ ଝାରମୁଣ୍ଡା ନିକଟରେ I ଗାଁର ସମ୍ବାରୁ ସାହୁ ଓ କ୍ଷୀରୋଦ ପୃଷେଠ ଶୌଚ ପାଇଁ ରାସ୍ତା ପାର ହେଉଥିବାବେଳେ,କାରଟି ଉଭୟଙ୍କୁ ଧକ୍କା ଦେଇ ଚାଲିଯାଇଥିଲା I ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗ୍ରାମବାସୀ ଗାଡ଼ିଟିକୁ ଗୋଡ଼ାଇ ଧରିଛନ୍ତି I କାରଟି ସୁନ୍ଦରଗଡ଼ରୁ ରାଉରକେଲା ଅଭିମୁଖେ ଯାଉଥିଲା I ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି I କ୍ଷତିପୂରଣ ଦାବିରେ ଗ୍ରାମବାସୀ ମୃତଦେହ ରଖି ରାସ୍ତାରୋକ କରିଥିବା ସୂଚନା ମିଳିଛି I ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।




