କମିସନରେଟ ପୋଲିସ ପକ୍ଷରୁ ପ୍ରପର୍ଟି ମେଳା ,ଫେରାଇଲେ ଚୋରି ଗାଡି ଓ ମୋବାଇଲ

ଭୁବନେଶ୍ୱର : କମିଶନରେଟ ପୋଲିସର ନିଆରା ପଦକ୍ଷେପ I ପ୍ରପର୍ଟି ରିଟର୍ଣ୍ଣ ମେଳା କରି ଲୋକଙ୍କୁ ଫେରାଇଲେ ତାଙ୍କର ଚୋରି ହୋଇଥିବା ଗାଡି ଏବଂ ମୋବାଇଲ I ୧୭୫ଟି ଚୋରା ମୋବାଇଲ ଏବଂ ୩ଟି ଗାଡ଼ି ତାଙ୍କ ଅସଲି ମାଲିକଙ୍କୁ ଫେରାଇଲା କମିସନରେଟ ପୋଲିସ । ବିଭିନ୍ନ ଥାନାରେ ଜବତ ହୋଇଥିବା ଗାଡ଼ି ଓ ମୋବାଇଲକୁ ଉଦ୍ଧାର କରି ଲୋକ ମାନଙ୍କୁ ଫେରସ୍ତ କରାଯାଇଛି । କମିଶନରେଟ ପୋଲିସର ପଦକ୍ଷେପକୁ ଲୋକମାନେ ପ୍ରଂଶସା କରିଥିବା ବେଳେ ଆଗକୁ […]

Samaya Live Picture
Published On

ଭୁବନେଶ୍ୱର : କମିଶନରେଟ ପୋଲିସର ନିଆରା ପଦକ୍ଷେପ I ପ୍ରପର୍ଟି ରିଟର୍ଣ୍ଣ ମେଳା କରି ଲୋକଙ୍କୁ ଫେରାଇଲେ ତାଙ୍କର ଚୋରି ହୋଇଥିବା ଗାଡି ଏବଂ ମୋବାଇଲ I ୧୭୫ଟି ଚୋରା ମୋବାଇଲ ଏବଂ ୩ଟି ଗାଡ଼ି ତାଙ୍କ ଅସଲି ମାଲିକଙ୍କୁ ଫେରାଇଲା କମିସନରେଟ ପୋଲିସ । ବିଭିନ୍ନ ଥାନାରେ ଜବତ ହୋଇଥିବା ଗାଡ଼ି ଓ ମୋବାଇଲକୁ ଉଦ୍ଧାର କରି ଲୋକ ମାନଙ୍କୁ ଫେରସ୍ତ କରାଯାଇଛି । କମିଶନରେଟ ପୋଲିସର ପଦକ୍ଷେପକୁ ଲୋକମାନେ ପ୍ରଂଶସା କରିଥିବା ବେଳେ ଆଗକୁ ଏହା ଜାରି ରହିବ ବୋଲି କହିଛନ୍ତି ପୋଲିସ କମିସନର ସଞ୍ଜୀବ ପଣ୍ଡା ।

Tags: