ଓଡ଼ିଶାର ୩ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ୱର : ଏପ୍ରିଲ ୩ ରେ ସରୁଛି ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ I ଖାଲି ପଡିଥିବା ୩ ରାଜ୍ୟ ସଭା ଆସନ ପାଇଁ ସୋମବାର ନିର୍ବାଚନ ବିଜ୍ଞପ୍ତି ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ବିଜ୍ଞପ୍ତି ଅନୁସାରେ ଫେବୃଆରୀ ୨୭ ରେ ନିର୍ବାଚନ ହେବାକୁ ତାରିଖ ଘୋଷଣା ହୋଇଥିବାବେଳେ , ଫେବ୍ରୁଆରୀ ୮ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖଫେବ୍ରୁଆରୀ ୧୬ରେ ଯାଞ୍ଚ ହେବା ସହ ୨୦ ସୁଦ୍ଧା […]

Samaya Live Picture
Published On

ଭୁବନେଶ୍ୱର : ଏପ୍ରିଲ ୩ ରେ ସରୁଛି ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ I ଖାଲି ପଡିଥିବା ୩ ରାଜ୍ୟ ସଭା ଆସନ ପାଇଁ ସୋମବାର ନିର୍ବାଚନ ବିଜ୍ଞପ୍ତି ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ବିଜ୍ଞପ୍ତି ଅନୁସାରେ ଫେବୃଆରୀ ୨୭ ରେ ନିର୍ବାଚନ ହେବାକୁ ତାରିଖ ଘୋଷଣା ହୋଇଥିବାବେଳେ , ଫେବ୍ରୁଆରୀ ୮ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖଫେବ୍ରୁଆରୀ ୧୬ରେ ଯାଞ୍ଚ ହେବା ସହ ୨୦ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରାଯିବ ବୋଲି ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ,ଏପ୍ରିଲ ୩ରେ ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ସରିବ ।

Tags: