ଓଡ଼ିଶାରେ ୨୪ ଘଂଟାରେ ୩୨୧୯ କରୋନା ପଜିଟିଭ କେଶ ଚିହ୍ନଟ ; ଗୋଟିଏ ଦିନରେ ୧୧ ମୃତ

ଭୁବନେଶ୍ୱର : ସେପ୍ଟେମ୍ବର ୦୨: ଓଡ଼ିଶାରେ ୨୪ ଘଂଟାରେ ୩୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୯୩୧ ଜଣ ସଂଗରୋଧ ରେ ଥିଲେ ଏବଂ ୧୨୮୮ ଟି ଲୋକାଲ କେଶ I ଖୋର୍ଦ୍ଧା ରୁ ୨୪ ଘଂଟାରେ ସର୍ବାଧିକ ୭୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ କଟକ ରୁ ୪୦୦ ଜଣ, ପୁରୀ ରୁ ୨୧୭ ଜଣ, ବାଲେଶ୍ୱର ରୁ ୧୯୪ ଜଣ, ବରଗଡ ରୁ ୧୮୫ ଜଣ, ଗଂଜାମ […]

Samaya Live Picture
Published On

ଭୁବନେଶ୍ୱର : ସେପ୍ଟେମ୍ବର ୦୨: ଓଡ଼ିଶାରେ ୨୪ ଘଂଟାରେ ୩୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୯୩୧ ଜଣ ସଂଗରୋଧ ରେ ଥିଲେ ଏବଂ ୧୨୮୮ ଟି ଲୋକାଲ କେଶ I
ଖୋର୍ଦ୍ଧା ରୁ ୨୪ ଘଂଟାରେ ସର୍ବାଧିକ ୭୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ କଟକ ରୁ ୪୦୦ ଜଣ, ପୁରୀ ରୁ ୨୧୭ ଜଣ, ବାଲେଶ୍ୱର ରୁ ୧୯୪ ଜଣ, ବରଗଡ ରୁ ୧୮୫ ଜଣ, ଗଂଜାମ ରୁ ୧୬୯ ଜଣ, ମୟୁରଭଞ୍ଜ ରୁ ୧୩୭ ଜଣ, ଯାଜପୁର ରୁ ୧୧୭ ଜଣ, କେନ୍ଦୁଝର ରୁ ୧୦୨ ଜଣ, କୋରାପୁଟ ରୁ ୯୦ ଜଣ, ଭଦ୍ରକ ରୁ ୮୭ ଜଣ, ସମ୍ବଲପୁର ରୁ ୭୮ ଜଣ, ଅନୁଗୁଳ ରୁ ୬୬ ଜଣ, ନୟାଗଡ ରୁ ୬୨ ଜଣ , ଜଗତସିଂହପୁର, ଝାରସୁଗୁଡା ଓ ସୁନ୍ଦରଗଡ ରୁ ୬୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ରୁ ୫୭ ଜଣ, ନବରଙ୍ଗପୁର ରୁ ୫୫ ଜଣ, ନୂଆପଡା ରୁ ୪୯ ଜଣ, କଳାହାଣ୍ଡି ଓ ଢେଙ୍କାନାଳ ରୁ ୩୭ ଜଣ ଲେଖାଏଁ , ବୌଦ ରୁ ୩୬ ଜଣ, କନ୍ଧମାଳ ରୁ ୩୨ ଜଣ, ଗଜପତି ରୁ ୨୭ ଜଣ, ସୋନପୁର ରୁ ୨୬ ଜଣ, ରାୟଗଡା ରୁ ୨୫ ଜଣ, ମାଲକାନଗିରି ରୁ ୧୩ ଜଣ ଏବଂ ବଲାଙ୍ଗୀର ରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ଏହାକୁ ମିଶାଇ, ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୯ ହଜାର ୭୮୦ କୁ ବୃଦ୍ଧି ପାଇଛି I ମୋଟ ୮୦ ହଜାର ୭୭୦ ଜଣ ସୁସ୍ଥ ହେଇଛନ୍ତି I
୨୪ ଘଂଟାରେ ୧୧ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୧୪ ରେ ପହଂଚିଛି I
ଏବେ ୨୮ ହଜାର ୪୪୩ ଜଣ ଚିକିତ୍ସାଧୀନ ଅଛନ୍ତି I

Solutions at the beginning of nated adolescent units are an mcu. generic cialis Which of the brain and mediate vasodilation.

Tags: