ଓଡ଼ିଶାରେ ସୁସ୍ଥ ହେଲେ ୨୫୧୦ ଜଣ କରୋନା ଆକ୍ରାନ୍ତ: ମୋଟ ସୁସ୍ଥ ହେଲେଣି ୬୫ ହଜାର ୩୨୩ ଜଣ

ଭୁବନେଶ୍ୱର: ଅଗଷ୍ଟ ୨୭: ଓଡ଼ିଶାରେ ଆଜି ୨୫୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏହାକୁ ମିଶାଇ, ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୫ ହଜାର ୩୨୩ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି I ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୪୩୫ ଜଣ ସୁସ୍ଥ ହେଇଥିବା ବେଳେ, ଗଂଜାମ ରୁ ୨୭୭ ଜଣ, କଟକ ରୁ ୨୨୫ ଜଣ, ପୁରୀ ରୁ ୨୧୮ ଜଣ, କୋରାପୁଟ ରୁ ୧୮୨ ଜଣ, ଯାଜପୁର ରୁ ୧୩୫ […]

Samaya Live Picture
Published On

ଭୁବନେଶ୍ୱର: ଅଗଷ୍ଟ ୨୭: ଓଡ଼ିଶାରେ ଆଜି ୨୫୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏହାକୁ ମିଶାଇ, ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୫ ହଜାର ୩୨୩ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି I
ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୪୩୫ ଜଣ ସୁସ୍ଥ ହେଇଥିବା ବେଳେ, ଗଂଜାମ ରୁ ୨୭୭ ଜଣ, କଟକ ରୁ ୨୨୫ ଜଣ, ପୁରୀ ରୁ ୨୧୮ ଜଣ, କୋରାପୁଟ ରୁ ୧୮୨ ଜଣ, ଯାଜପୁର ରୁ ୧୩୫ ଜଣ, ମୟୁରଭଞ୍ଜ ରୁ ୧୧୯ ଜଣ, ବାଲେଶ୍ୱର ରୁ ୧୦୧ ଜଣ, ଗଜପତି ରୁ ୮୯ ଜଣ, ମାଲକାନଗିରି ରୁ ୭୫ ଜଣ, ସୁନ୍ଦରଗଡ ରୁ ୭୨ ଜଣ, ସମ୍ବଲପୁର ରୁ ୬୪ ଜଣ, ବଲାଙ୍ଗୀର ରୁ ୫୧ ଜଣ, କଳାହାଣ୍ଡି ରୁ ୪୮ ଜଣ, କନ୍ଧମାଳ ରୁ ୪୭ ଜଣ, ଭଦ୍ରକ ରୁ ୪୩ ଜଣ,ଝାରସୁଗୁଡା ରୁ ୪୨ ଜଣ, ସୋନପୁର ରୁ ୩୮ ଜଣ, ବରଗଡ ରୁ ୩୬ ଜଣ, ନୟାଗଡ ରୁ ୩୩ ଜଣ, ବୌଦ ରୁ ୩୧ ଜଣ, ଢେଙ୍କାନାଳ ଓ କେନ୍ଦୁଝର ରୁ ୩୦ ଜଣ ଲେଖାଁଏ, କେନ୍ଦ୍ରାପଡ଼ା ଓ ରାୟଗଡା ରୁ ୨୫ ଜଣ ଲେଖାଁଏ, ଜଗତସିଂହପୁର ରୁ ୧୭ ଜଣ, ନବରଙ୍ଗପୁର ରୁ ୧୧ ଜଣ, ଅନୁଗୁଳ ରୁ ୫ ଜଣ ଏବଂ ଦେଓଗଡ ଓ ନୂଆପଡା ଜିଲ୍ଲାରୁ ୩ ଜଣ ଲେଖାଁଏ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I