ଓଡ଼ିଶାରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି
ଭୁବନେଶ୍ୱର: ମେ ୨୦: ଓଡିଶାରେ ଆଉ ଜଣେ କରନା ରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ମୃତ୍ୟୁ ହେଇଛି l ଏଥିସହିତ,ରାଜ୍ୟରେ କରୋନା ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ କୁ ବୃଦ୍ଧି ପାଇଛି l ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଘର ଖୋର୍ଦ୍ଧା ଜିଲ୍ଲାରେ ଏବଂ ତାଙ୍କର ବୟସ ପ୍ରାୟ ୭୦ ବର୍ଷ l ଏ ପର୍ଯ୍ୟନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ […]
ଭୁବନେଶ୍ୱର: ମେ ୨୦: ଓଡିଶାରେ ଆଉ ଜଣେ କରନା ରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ମୃତ୍ୟୁ ହେଇଛି l ଏଥିସହିତ,ରାଜ୍ୟରେ କରୋନା ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ କୁ ବୃଦ୍ଧି ପାଇଛି l
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଘର ଖୋର୍ଦ୍ଧା ଜିଲ୍ଲାରେ ଏବଂ ତାଙ୍କର ବୟସ ପ୍ରାୟ ୭୦ ବର୍ଷ l
ଏ ପର୍ଯ୍ୟନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ବ୍ୟକ୍ତି ଙ୍କର କରୋନା ରୋଗରେ ମୃତ୍ୟୁ ହେଇଥିବା ବେଳେ, ଗଂଜାମ ଜିଲ୍ଲାରୁ ୨ ଜଣ ଏବଂ କଟକ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଛି l
Sorry to inform that a 70 year male of Khordha district, having history of comorbidity of hypertension, was admitted in AIIMS Emergency yesterday with respiratory distress and passed away the same day.
He has tested positive for COVID-19.
— H & FW Dept Odisha (@HFWOdisha) May 20, 2020




