ଉଦ୍ଧାର ହେଲେ ୭ ମତ୍ସ୍ୟଜୀବୀ
ଜଗତସିଂହପୁର: ଉଦ୍ଧାର ହେଲା ପାରାଦ୍ଵୀପରୁ ଭାସିଯାଇଥିବା ଶ୍ରୀକ୍ଷେତ୍ର ବୋଟ। ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ଶ୍ରୀକ୍ଷେତ୍ର ନାମକ ବୋଟ ଯାନ୍ତ୍ରିକ ତୃଟି ଯୋଗୁଁ ଖରାପ ହୋଇଯାଇଥିଲା। ଢେଉ ମାଡରେ କେନ୍ଦ୍ରାପଡା ରାଜନଗର ନିକଟ ବାଲି ଟିକରାରେ ଯାଇ ଲାଗିଲା ବୋଟ। ତେବେ ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ । ସୂଚନାମୁତାବକ, ବୋଟ୍ ଟି ମାଛ ଧରି ଫେରୁଥିବା ବେଳେ ଏହାର ଇଞ୍ଜିନରେ ହଠାତ ତ୍ରୁଟି ଦେଖା ଯାଇଥିଲା । ଫଳରେ […]
ଜଗତସିଂହପୁର: ଉଦ୍ଧାର ହେଲା ପାରାଦ୍ଵୀପରୁ ଭାସିଯାଇଥିବା ଶ୍ରୀକ୍ଷେତ୍ର ବୋଟ। ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ଶ୍ରୀକ୍ଷେତ୍ର ନାମକ ବୋଟ ଯାନ୍ତ୍ରିକ ତୃଟି ଯୋଗୁଁ ଖରାପ ହୋଇଯାଇଥିଲା। ଢେଉ ମାଡରେ କେନ୍ଦ୍ରାପଡା ରାଜନଗର ନିକଟ ବାଲି ଟିକରାରେ ଯାଇ ଲାଗିଲା ବୋଟ। ତେବେ ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ ।
ସୂଚନାମୁତାବକ, ବୋଟ୍ ଟି ମାଛ ଧରି ଫେରୁଥିବା ବେଳେ ଏହାର ଇଞ୍ଜିନରେ ହଠାତ ତ୍ରୁଟି ଦେଖା ଯାଇଥିଲା । ଫଳରେ ବୋଟ୍ ଟି ପାଣି ଭିତରେ କେଉଁଆଡେ ହଜି ଯାଇଥିଲା । ବୋଟକୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଆରସି ବିଭାଗ ।




