ଆଦିବାସୀଙ୍କ ଜମି ହସ୍ତାନ୍ତର ଅଧିନିୟମ ପ୍ରସଙ୍ଗ : କ୍ୟାବିନେଟ ନିଷ୍ପତ୍ତିର ହେବ ସଂଶୋଧନ

ଭୁବନେଶ୍ୱର : ଆଜି ସକାଳ ୧୦ଟାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟ୍‌‌ର ଜରୁରୀ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ୬୭ତମ କ୍ୟାବିନେଟ ବୈଠକ I ଏଥିରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗ ଉପରେ ଅଧିକ ଆଲୋଚନା ପରେ ଉପଦେଷ୍ଟା କମିଟିକୁ ପଠାଗଲା କ୍ୟାବିନେଟ୍ ର ପୂର୍ବ ନିଷ୍ପତ୍ତି । ପୁନର୍ବିଚାର ପାଇଁ ଆଦିବାସୀ ଉପଦେଷ୍ଟା କମିଟିକୁ ପଠାଯାଇଛି । ଏ ନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି […]

Samaya Live Picture
Published On

ଭୁବନେଶ୍ୱର : ଆଜି ସକାଳ ୧୦ଟାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟ୍‌‌ର ଜରୁରୀ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ୬୭ତମ କ୍ୟାବିନେଟ ବୈଠକ I ଏଥିରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗ ଉପରେ ଅଧିକ ଆଲୋଚନା ପରେ ଉପଦେଷ୍ଟା କମିଟିକୁ ପଠାଗଲା କ୍ୟାବିନେଟ୍ ର ପୂର୍ବ ନିଷ୍ପତ୍ତି । ପୁନର୍ବିଚାର ପାଇଁ ଆଦିବାସୀ ଉପଦେଷ୍ଟା କମିଟିକୁ ପଠାଯାଇଛି । ଏ ନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି । ସେହିପରି ଆଜିର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ବିଧାନସଭାରେ ବିବୃତ୍ତି ରଖିଛନ୍ତି । ଆଜି କ୍ୟାବିନେଟ୍ ରେ ୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।

Tags: