ଅତିରିକ୍ତ ଏସପିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଭଞ୍ଜନଗର : ଗଛରେ ପିଟି ହୋଇ ଓଲଟି ପଡିଲା ଅତିରିକ୍ତ ଏସପିଙ୍କ ଗାଡି । ଦୁର୍ଘଟଣାରେ ଅତିରିକ୍ତ ଏସିପଙ୍କ ସମେତ ଟଙ୍କା ପତ୍ନୀ ଏବଂ ଅନ୍ୟ ସମ୍ପର୍କୀୟ ମାନେ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାଳୁଆପଲ୍ଲୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସଭିଁଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । କଟକରୁ ଫେରିବା ବେଳେ ଶାଳୁଆପଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁସାରେ,ଭଞ୍ଜନଗରର ଅତିରିକ୍ତ ଏସପି ରଞ୍ଜନ […]

Samaya Live Picture
Published On

ଭଞ୍ଜନଗର : ଗଛରେ ପିଟି ହୋଇ ଓଲଟି ପଡିଲା ଅତିରିକ୍ତ ଏସପିଙ୍କ ଗାଡି । ଦୁର୍ଘଟଣାରେ ଅତିରିକ୍ତ ଏସିପଙ୍କ ସମେତ ଟଙ୍କା ପତ୍ନୀ ଏବଂ ଅନ୍ୟ ସମ୍ପର୍କୀୟ ମାନେ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାଳୁଆପଲ୍ଲୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସଭିଁଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । କଟକରୁ ଫେରିବା ବେଳେ ଶାଳୁଆପଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନାନୁସାରେ,ଭଞ୍ଜନଗରର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ,ନିଜ ପୈତୃକ ଘର ବାଲେଶ୍ୱର ଯାଇ ପତ୍ନୀ,ଝିଅ ଏବଂ ଶାଶୁଙ୍କ ସହ ଫେରୁଥିବା ବେଳେ ଆଜି ଭୋର ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।

Tags: