ଅକ୍ଟୋବର ୪ ଓ ୫ରେ ପୋଲିସ ଏସଆଇ ପରୀକ୍ଷା
ଆସନ୍ତା ଅକ୍ଟୋବର ୪ ଓ ୫ରେ ପୋଲିସ ଏସଆଇ ପରୀକ୍ଷା । ସେପ୍ଟେମ୍ବର ୨୦ ପରଠୁ ଡାଉନଲୋଡ କରିପାରିବେ ଆଡମିଟ କାର୍ଡ । ଏସଆଇ ରାଙ୍କର ସମସ୍ତ CPSE-୨୦୨୪ ପରୀକ୍ଷା ଆୟୋଜନ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଜାରି କରାଯାଇଛି ବିଜ୍ଞପ୍ତି । OMR ସିଟ୍ ଜରିଆରେ ହେବ ଲିଖିତ ପରୀକ୍ଷା । odishapolice.gov.inରୁ ଡାଉନଲୋଡ କରିପାରିବେ ଆଡମିଟ୍କାର୍ଡ। ପୂର୍ବରୁ ୨ […]
ଆସନ୍ତା ଅକ୍ଟୋବର ୪ ଓ ୫ରେ ପୋଲିସ ଏସଆଇ ପରୀକ୍ଷା । ସେପ୍ଟେମ୍ବର ୨୦ ପରଠୁ ଡାଉନଲୋଡ କରିପାରିବେ ଆଡମିଟ କାର୍ଡ । ଏସଆଇ ରାଙ୍କର ସମସ୍ତ CPSE-୨୦୨୪ ପରୀକ୍ଷା ଆୟୋଜନ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଜାରି କରାଯାଇଛି ବିଜ୍ଞପ୍ତି । OMR ସିଟ୍ ଜରିଆରେ ହେବ ଲିଖିତ ପରୀକ୍ଷା । odishapolice.gov.inରୁ ଡାଉନଲୋଡ କରିପାରିବେ ଆଡମିଟ୍କାର୍ଡ। ପୂର୍ବରୁ ୨ ଥର ଘୁଞ୍ଚିଥିଲା ଏସଆଇ ପରୀକ୍ଷା ।




