Odisha MLA Madan Mohan Dutta
ଓଡ଼ିଶା 

ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ଭୁବନେଶ୍ୱର : ଜୁନ ୧୭:ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କର ବୁଧବାର ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ପ୍ରକାଶ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ଯକୃତ ଜନିତ ସମସ୍ୟାରେ ସେ ପୀଡିତ ଥିଲେ । ବାଲେଶ୍ୱର ସଦର ବିଧାୟକ ଥିଲେ । ବିଜେପି ଟିକେଟ୍‌ରେ ଲଢି ଜିତିଥିଲେ । ଖୁବ୍‌ କମ୍‌ ଦିନ ମଧ୍ୟରେ ଖୁବ୍‌ […]
Read More...

Advertisement