Odisha Legislative Assembly
ଓଡ଼ିଶା 

ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ

ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ ଭୁବନେଶ୍ୱର: ଜୁଲାଇ ୦୨: ଆଜିଠାରୁ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଗୃହରେ ପ୍ରବେଶ କରିବା ପୂର୍ବରୁ ମନ୍ତ୍ରୀ, ବିଧାୟକ, ସୁରକ୍ଷାକର୍ମୀ ଓ ବିଧାନସଭାର ଅନ୍ୟାନ୍ୟ କର୍ମଚାରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା । ଅଧିବେଶନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଗତ ପୂର୍ବତନ ବାଲିଗୁଡ଼ା ବିଧାୟକ ସୁରେନ୍ଦ୍ର କହଁରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲ, ଯାହାକୁ ବିରୋଧୀ ଦଳ ସମର୍ଥନ କରି ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହାପରେ ନବନିର୍ବାଚିତ ବାଚସ୍ପତି ବିକ୍ରମ […]
Read More...
ଓଡ଼ିଶା 

ଡିସେମ୍ବର ପହିଲାରୁ ଆରମ୍ଭ ବିଧାନସଭାର ଶୀତ ଅଧିବେଶନ: ବରିଷ୍ଠ ଅଧିକାରୀଙ୍କ ସୁରକ୍ଷା ବଢ଼ାଇଲେ ପୁଲିସ ଡିଜି

ଡିସେମ୍ବର ପହିଲାରୁ ଆରମ୍ଭ ବିଧାନସଭାର ଶୀତ ଅଧିବେଶନ: ବରିଷ୍ଠ ଅଧିକାରୀଙ୍କ ସୁରକ୍ଷା ବଢ଼ାଇଲେ ପୁଲିସ ଡିଜି ଭୁବନେଶ୍ୱର: ନଭେମ୍ବର ୩୦: ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳିନ ଅଧିବେଶନ । ଏଥିପାଇଁ ଆଜିଠାରୁ ପୁଲିସ ଡିଜି ଅଭୟ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍‌ ଓ ଡିସିପିଙ୍କ ସହ ମିଶି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି । ସକାଳ ପ୍ରାୟ ୧୦ଟାରେ ପୁଲିସ କମିସନର ସୌମେନ୍ଦ୍ର କମିସନରେଟ୍‌ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଏହି ସୁରକ୍ଷା ବ୍ୟବସ୍ଥାରେ […]
Read More...

Advertisement