Odisha Jatra
ଜିଲ୍ଲା 

୧୩ ରେ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ, ନିୟୋଜିତ ହେବେ ୧୦ ପ୍ଲାଟୁନ୍‌ ଫୋର୍ସ

୧୩ ରେ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ, ନିୟୋଜିତ ହେବେ ୧୦ ପ୍ଲାଟୁନ୍‌ ଫୋର୍ସ ଭବାନୀପାଟଣା,ଅକ୍‌ଟୋବର ୧୧: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆସନ୍ତା ଅକ୍‌ଟୋବର ୧୩ ତାରିଖରେ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ । ଏଥିନିମନ୍ତେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଛତର ଯାତ୍ରା ନିମନ୍ତେ ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହେବ ବୋଲି ସୂଚନା ମିଳିଛି । ସେହିଭଳି ଆସନ୍ତା ୧୨ ତାରିଖ ରାତି ୮ ଟାରୁ ୧୩ ତାରିଖ ଦିନ ୧୨ ଟା ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ୧୪୪ ଧାରା […]
Read More...
ଜିଲ୍ଲା 

ଲକ ଡ।ଉନ ପ୍ରଭ।ବ, ଦୁଃଖ ରେ ଯ।ତ୍ର। କଣ୍ଠଶିଳ୍ପୀ ସନ୍ତୋଷ

ଲକ ଡ।ଉନ ପ୍ରଭ।ବ, ଦୁଃଖ ରେ ଯ।ତ୍ର। କଣ୍ଠଶିଳ୍ପୀ ସନ୍ତୋଷ Report by: Nagendranath Sahoo: ଖଲ୍ଲିକୋଟ: 07/05: କରନ। ମହ।ମ।ରୀ ପ।ଇଁ ଗତ ୨ ମ।ସ ହେଲ। ସ।ର। ଦେଶ ତ।ଲ। ବନ୍ଦ ଅବସ୍ଥ।ରେ ରହିଥିବ। ରୁ ବିଭିନ୍ନ ବର୍ଗର ଲୋକମ।ନେ ନିଜର ଜୀବିକ। ହର।ଇ ଘର ଭିତରେ ବସି ରହିଛନ୍ତି ।ଅର୍ଥ ଉପ।ର୍ଜନ ର ବ।ଟ ବନ୍ଦ ହୋଇଯ।ଇଥିବ।ରୁ ପରିବ।ର ଚଳ।ଇବ। ଏବେ ସେମ।ନଙ୍କ ପ।ଇଁ ଚିନ୍ତ। ର କ।ରଣ ପ।ଲଟିଛି ।ଏବେ ଏମିତି ଏକ ଜଣେ ଯ।ତ୍ର। କଣ୍ଠଶିଳ୍ପୀ ଙ୍କ ଦୁର୍ଦ୍ଦଶ। ଆମ ନଜର […]
Read More...

Advertisement