Odisha Higher Education Dept
ଓଡ଼ିଶା 

ଆସନ୍ତା ୨୦ ତାରିଖରେ ଯୁକ୍ତ ୩ ନାମଲେଖାପାଇଁ ଆବେଦନ ଆରମ୍ଭ ହେବ

ଆସନ୍ତା ୨୦ ତାରିଖରେ ଯୁକ୍ତ ୩ ନାମଲେଖାପାଇଁ ଆବେଦନ ଆରମ୍ଭ ହେବ ଭୁବନେଶ୍ୱର, ଅଗଷ୍ଟ ୧୭: ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଯୁକ୍ତ ୩ର ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଚଳିତ ମାସ ୨୦ ତାରିଖ ସମୟ ପ୍ରାୟ ସକାଳ ୧୧ଟାରେ ଇ-ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ସାମ୍‌ସ ପୋର୍ଟାଲ ମାଧ୍ୟମରେ ସାଧାରଣ ଆବେଦନ ଫର୍ମ (ସିଏଏଫ୍‌) ପ୍ରକାଶ ପାଇବ । ସେହିପରି ସେପେଫମ୍ବର ୪ ତାରିଖ ସମୟ ରାତି ୧୧.୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମଲେଖା ପ୍ରକ୍ରିୟାରେ ଆବେଦନ କରିପାରିବେ । ସେପେଫମ୍ବର ମାସ […]
Read More...

Advertisement