Odisha has 86 new covid patients
ଓଡ଼ିଶା 

ଓଡ଼ିଶାରେ ଆଜି ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ସଂଖ୍ୟା ୧୧୮୯ କୁ ବୃଦ୍ଧି ପାଇଲା

ଓଡ଼ିଶାରେ ଆଜି ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ସଂଖ୍ୟା ୧୧୮୯ କୁ ବୃଦ୍ଧି ପାଇଲା ଭୁବନେଶ୍ୱର: ମେ ୨୨: ଓଡ଼ିଶାରେ ଆଜି ୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ ଏବେ ରାଜ୍ୟର କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୧୮୯ ରେ ପହଂଚିଛି l ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁଯାୟୀ, ଆଜି ଚିହ୍ନଟ ହେଇଥିବା ୮୬ ଜଣ ଙ୍କ ମଧ୍ୟରୁ ୮୦ ଜଣ quarantine ସେଣ୍ଟର ରୁ , ଜଣେ containment zone ରୁ ଚିହ୍ନଟ ହେଇଥିବା ବେଳେ, ବାକି […]
Read More...

Advertisement