Odisha Govt
ଓଡ଼ିଶା 

ସ୍ୱାଧନତା ଦିବସ ଅବସରରେ କୋଭିଡ୍‌ ନିୟମ ବଦଳିଲା: ରାଜ୍ୟସ୍ତରୀୟ ପରେଡ୍‌ରେ ଭାଗ ନେବେ ଛାତ୍ରଛାତ୍ରୀ

ସ୍ୱାଧନତା ଦିବସ ଅବସରରେ କୋଭିଡ୍‌ ନିୟମ ବଦଳିଲା: ରାଜ୍ୟସ୍ତରୀୟ ପରେଡ୍‌ରେ ଭାଗ ନେବେ ଛାତ୍ରଛାତ୍ରୀ ଭୁବନେଶ୍ୱର: ଗତକାଲି ସରକାରଙ୍କ ତରଫରୁ ସ୍ୱାଧୀନତା ଦିବସ ଅବସର ସକାଶେ କୋଭିଡ୍‌ର ନୂଆ ଗାଇଡ୍‌ ଲାଇନ୍‌ ଜାରି ହୋଇଥିଲା । ଯେଉଁଥିରେ ୫୦ ଜଣ ଅତିଥିଙ୍କ ସହିତ ସମାରୋହ ପାଳନ ଓ ରାଜ୍ୟସ୍ତରୀୟ ପରେଡ୍‌ରେ ଛାତ୍ରଛାତ୍ରୀଙ୍କ ଭାଗ ନନେଇପାରିବା ଆଦି ନିୟମ ରହିଥିଲା । ତେବେ ଏହି ନିୟମ ଆଜି ପରିବର୍ତ୍ତନ କରାଯାଇଛି । ଏବେ ସ୍ୱାଧୀନତା ଦିବସ ଉତ୍ସବରେ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା […]
Read More...
ଓଡ଼ିଶା 

ଦୁର୍ନୀତି ଓ ଅପାରଗ ଯୋଗୁ ୮ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତି ଓ ଅପାରଗ ଯୋଗୁ ୮ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର: ନଭେମ୍ବର ୧୨: ରାଜ୍ୟର ଆଉ ୮ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ବାଧ୍ୟକାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଏମାନଙ୍କ ମଧ୍ୟରେ ନିମାପଡ଼ାର ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନା ରହିଛନ୍ତି । କିଛି ଦିନ ତଳେ ତାଙ୍କ ବିରୋଧରେ ୩ଟି ଦୁର୍ନୀତିମୂଳକ ଅଭିଯୋଗ ହୋଇଥିଲା । ଭିଜିଲାନ୍‌ସ ପକ୍ଷରୁ ଯାଞ୍ଚ ବେଳେ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ ହେବା ସହିତ ଏକାଧିକ ପ୍ୟାନ୍‌ କାର୍ଡ ମିଳିଥିଲା । ଏବେ ତାଙ୍କୁ […]
Read More...
ଜିଲ୍ଲା 

୫ଟିରେ ସାମିଲ ହେବ ହରଭଙ୍ଗା ବ୍ଲକର ଆଉ ୧୧ଟି ହାଇସ୍କୁଲ

୫ଟିରେ ସାମିଲ ହେବ ହରଭଙ୍ଗା ବ୍ଲକର ଆଉ ୧୧ଟି ହାଇସ୍କୁଲ ବୌଦ୍ଧ: ନଭେମ୍ବର ୧୦: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୧୧ଟି ହାଇସ୍କୁଲ ୫ଟିରେ ସାମିଲ ହେବାକୁ ଯାଉଛି । ୫ଟିରେ ରୂପାନ୍ତରଣ ହେବାକୁଥିବା ସବୁ ହାଇସ୍କୁଲଗୁଡିକର ଫିଜିବିଲିଟି ରିପୋର୍ଟ ଦରକାର । ଏଥିପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ହରଭଙ୍ଗା ବ୍ଲକ ପ୍ରଶାସନିକ ଅଧିକାରୀ ଗୋଟିଏ ଦିନରେ ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ୧୧ଟି ହାଇସ୍କୁଲ ପରିଦର୍ଶନ କରିଥିବା ଜଣାପଡିଛି । ସ୍କୁଲ କମିଟି ଏବଂ ଶିକ୍ଷକମାନଙ୍କ ସହିତ ୫ଟି ରୂପାନ୍ତରଣ ବିଷୟରେ ଆଲୋଚନା ମଧ୍ୟ […]
Read More...
ଓଡ଼ିଶା 

କଟକ ତାଳଦଣ୍ଡା କେନାଲ ଓ ନେତାଜୀ ବସ ଟର୍ମିନାଲ ପରିଦର୍ଶନ କଲେ 5T ସଚିବ ଭି କେ ପାଣ୍ଡିଆନ

କଟକ ତାଳଦଣ୍ଡା କେନାଲ ଓ ନେତାଜୀ ବସ ଟର୍ମିନାଲ ପରିଦର୍ଶନ କଲେ 5T ସଚିବ ଭି କେ ପାଣ୍ଡିଆନ କଟକ : ଜୁଲାଇ ୧୮: ରବିବାର ସକାଳେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ 5T ସଚିବ ଭି କେ ପାଣ୍ଡିଆନ କଟକ ସ୍ଥିତ ତାଳଦଣ୍ଡା କେନାଲ ଓ ଖାନ ନଗରରେ ଚାଲିଥିବା ନେତାଜୀ ବସ ଟର୍ମିନାଲ କାର୍ଯ୍ୟସ୍ଥଳ ପରିଦର୍ଶନ କରି ପ୍ରକଳ୍ପ ଗୁଡିକର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ I ତାଲାଡାଣ୍ଡା କେନାଲ ନବୀକରଣ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ (1.55 କିଲୋମିଟର) ର କାର୍ଯ୍ୟ ଶେଷ ହେବାକୁ ଯାଉଛି। କେନାଲ କାମକୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ […]
Read More...
ଓଡ଼ିଶା 

ରାଜ୍ୟର ହଟ ସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଆଡ଼ମିଶନ ନ କଲେ ଘରୋଇ ହସ୍ପିଟାଲ/କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ

ରାଜ୍ୟର ହଟ ସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଆଡ଼ମିଶନ ନ କଲେ ଘରୋଇ ହସ୍ପିଟାଲ/କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର: ଜୁଲାଇ ୧୮: କେତେକ ଘରୋଇ ହସ୍ପିଟାଲ ଓ କ୍ଲିନିକ କୋଭିଡ ହଟ ସ୍ପଟ ଜିଲ୍ଲା ମାନଙ୍କରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ମନାକରୁଥିବା ଘଟଣା ସରକାର ଙ୍କ ନଜର କୁ ଆସିଛି I ସେଥିନେଇ ସରକାର ଘରୋଇ ହସ୍ପିଟାଲ ଓ କ୍ଲିନିକ କୁ ଚେତାବନୀ ଦେଇ କହିଛନ୍ତି, ହଟ ସ୍ପଟ ଜିଲ୍ଲା ମାନଙ୍କରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନ କଲେ ସମ୍ପୃକ୍ତ ହସ୍ପିଟାଲ/କ୍ଲିନିକ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ମୁଖ୍ୟ ସଚିବ ଅସିତ […]
Read More...
ଓଡ଼ିଶା 

ଲୋକ ଆସିବେନି ସରକାରୀ ଅଫିସ; October ୨ ଯାଏ ଅନଲାଇନରେ ମିଳିବ ସେବା

ଲୋକ ଆସିବେନି ସରକାରୀ ଅଫିସ; October ୨ ଯାଏ ଅନଲାଇନରେ ମିଳିବ ସେବା ଭୁବନେଶ୍ୱର :ଜୁଲାଇ ୯: ଆଉ ଲୋକଙ୍କୁ ଆସିବାକୁ ପଡ଼ିବନି ସରକାରୀ ଅଫିସ । ଏଣିକି ଅନ୍‌ଲାଇନରେ ମିଳିବ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ପାଇଁ ୫-ଟି ପଦକ୍ଷେପ ଅଧୀନରେ ୮ଟି ଟେକ୍ନୋଲୋଜି ଚାଳିତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୋ ସରକାର ଶାସନର ଗୁଣବତ୍ତାରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯାହାକି […]
Read More...
ଓଡ଼ିଶା 

ଜୁନ ୧୭ ରେ ଖୋଲିବନି ସ୍କୁଲ୍

ଜୁନ ୧୭ ରେ ଖୋଲିବନି ସ୍କୁଲ୍ ଭୁବନେଶ୍ୱର: ମେ ୩୧:ଜୁନ୍‌ ୧୭ରେ ରାଜ୍ୟରେ ଖୋଲିବନି ସ୍କୁଲ । ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଗଣଶିକ୍ଷା ବିଭାଗ । କରୋନା ମୁକାବିଲା ପାଇଁ ସାରା ଦେଶରେ ଜୁନ୍‌ ୩୦ ଯାଏ ଲକ୍‌ ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି । ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଗାଇଡଲାଇନ ଅନୁସାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ରହିଛି । ତେବେ କେନ୍ଦ୍ର ସରକାର […]
Read More...
ଓଡ଼ିଶା 

୨୨ ପ୍ରସ୍ତାବକୁ କ୍ୟାବିନେଟ ମୋହର; ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡିକୋ ଦେବ ଜମି

୨୨ ପ୍ରସ୍ତାବକୁ କ୍ୟାବିନେଟ ମୋହର; ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡିକୋ ଦେବ ଜମି By Papu Mohanty ଭୁବନେଶ୍ୱର: ମେ ୨୯:ନବୀନ ପଟ୍ଟନାୟକ ସରକାରଙ୍କର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ବସିଥିବା କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ବସିଥିବା ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସହ ୨୨ଟି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଖାଦ୍ୟ ଯୋଗାଣ, ରାଜସ୍ୱ, ଅର୍ଥ ଓ ସମବାୟ ସଂସ୍କୃତି ବିଭାଗର ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ପର୍ଯ୍ୟଟନ କ୍ଷେତ୍ରକୁ […]
Read More...
ଓଡ଼ିଶା 

ହ୍ୱାଟ୍ସଆପ୍‌ରେ କୋଭିଡ-୧୯ ହେଲ୍‌ପଲାଇନ୍‌ ଜାରି କଲେ ରାଜ୍ୟ ସରକାର

ହ୍ୱାଟ୍ସଆପ୍‌ରେ କୋଭିଡ-୧୯ ହେଲ୍‌ପଲାଇନ୍‌ ଜାରି କଲେ ରାଜ୍ୟ ସରକାର Edited by Papu Mohanty ଭୁବନେଶ୍ୱର, (ସବୁ୍ୟ): ଓଡ଼ିଶା ସରକାରଙ୍କ ପକ୍ଷରୁ ହ୍ୱାଟ୍ସଆପରେ ଏକ ଉସିର୍ଗୀକୃତ ରାଜ୍ୟ କୋଭିଡ ହେଲ୍‌ପଲାଇନ୍‌ ନମ୍ବର ୯୧ ୯୩୩୭୯୨୯୦୦୦ ଜାରି କରାଯାଇଛି । ଏହି ସେବାକୁ ବିନା ଶୁଳ୍କରେ ବ୍ୟବହାର କରାଯାଇପାରିବ ଏବଂ ବର୍ତ୍ତମାନ ଚାଲିଥିବା କୋଭିଡ-୧୯ ମହାମାରୀ ବିଷୟରେ ନିର୍ଭୁଲ, ବିଶ୍ୱସ୍ତ ଏବଂ ଅପ-ଟୁ-ଡେଟ ସୂଚନା ପ୍ରଦାନ କରିବାରେ ଏହା ମୁଖ୍ୟ ଉସି ଭାବେ କାର୍ଯ୍ୟ କରିବ । ହ୍ୱାଟ୍ସଆପ୍‌ରେ ଏହି ମାଗଣା ’ଓଡ଼ିଶା ସରକାର କୋଭିଡ ଡେସ୍କ’କୁ ବ୍ୟବହାର […]
Read More...

Advertisement