Odisha Govt Offices
ଓଡ଼ିଶା 

ସଂକ୍ରମଣ ଚିନ୍ତା; ଲୋକସେବା, ଖାରବେଳ, କୃଷି ଓ ରାଜୀବ ଭବନକୁ ଲୋକଙ୍କୁ ମନା

ସଂକ୍ରମଣ ଚିନ୍ତା; ଲୋକସେବା, ଖାରବେଳ, କୃଷି ଓ ରାଜୀବ ଭବନକୁ ଲୋକଙ୍କୁ ମନା ଭୁବନେଶ୍ୱର(ସବୁ୍ୟ): ଜୁଲାଇ ୦୨:ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଛି । ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଯଥା ସାଧ୍ୟ ଉଦ୍ୟମ କରୁଛନ୍ତି । ସଂକ୍ରମଣ ଯେପରି ଅଧିକ ନବ୍ୟାପେ ସେଥିପାଇଁ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶୁପରେ କଟକଣା ଲାଗୁ କରିଛନ୍ତି । ଫଲରେ ଏଣିକି ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ସାଧାରଣ ଲୋକ ପ୍ରବେଶ କରିପାରିବେ ନାହିଁ । ପୂର୍ବରୁ ଅଫିସରମାନଙ୍କର ଅନୁମତିକ୍ରମେ ଲୋକେ ନିଜର କାମ […]
Read More...

Advertisement