Odisha Governor Ganeshi Lal
ଓଡ଼ିଶା 

ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱର୍ଗଦ୍ୱାରରେ ହେବ ତାଙ୍କ ଶେଷକୃତ୍ୟ

ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱର୍ଗଦ୍ୱାରରେ ହେବ ତାଙ୍କ ଶେଷକୃତ୍ୟ ଭୁବନେଶ୍ୱର: ଏପ୍ରିଲ ୧୮: ଓଡ଼ିଶାର ଶ୍ରେଷ୍ଠ ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର୍‌ ଗଣେଶର ଲାଲ୍‌ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଟୁଇଟର୍‌ ଜରିଆରେ ପ୍ରଧାନମନ୍ତ୍ରୀ ନିଜର ଶୋକ ପ୍ରକାଶ କରି ଲେଖିଛନ୍ତି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ । ଓଡ଼ିଆ ସଙ୍ଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି […]
Read More...

Advertisement