odisha forest department
ଜିଲ୍ଲା 

ବନ ବିଭାଗର ଭିତିରି କଥା: ଚାଲୁଣି ବାଟେ ଗଳି ଯାଉଛି ଜଗି ରହିଛି ଛୁଞ୍ଚିକି

ବନ ବିଭାଗର ଭିତିରି କଥା: ଚାଲୁଣି ବାଟେ ଗଳି ଯାଉଛି ଜଗି ରହିଛି ଛୁଞ୍ଚିକି ଜମନକିରା :ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ଥିବା ଜମନକିରା ରେଞ୍ଜ ଏବଂ ବଡରମା ରେଞ୍ଜରେ ବ୍ୟାପକ ଭାବେ କାଠ, ଗଛ, ପଟ୍ଟା, ଜ;ୁ ଶିକାର, ଜଙ୍ଗଲଜାତ ଦ୍ରବ୍ୟ ଚୋରା କାରବାର ବଢି ଚାଲିଥିବା ବେଳେ ବନ ବିଭାଗ କେବଳ ଲୋକ ଦେଖାଣିଆ କାର୍ଯ୍ୟ କରି ମାଫିଆ ମାନଙ୍କ ସହ ମିଶି ପ୍ରଚୁର ଅର୍ଥ ଉପାର୍ଜନ କରୁଥିବା ଅଭିଯୋଗ ହେଉଛି । ଲୋକ ଅଭିଯୋଗ କଲେ ବିଭାଗ ଅଧିକାରୀ ଓ କର୍ମଚାରୀମାନେ କେବଳ ମାମଲା ରୁଜୁ […]
Read More...
ଓଡ଼ିଶା 

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳରେ ବସ୍‌ ଚାଲିବ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳରେ ବସ୍‌ ଚାଲିବ କରଞ୍ଜିଆ: ଜାନୁଆରୀ ୦୭: କରୋନା କାଳରେ ପର୍ଯ୍ୟଟକଙ୍କୁ ଏକ ଖବର ମିଳିଛି । ଆଜିଠୁ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ବିଭାଗ ପକ୍ଷରୁ ୬ଟି ବସ୍‌ ଚଳାଚଳ ଆରମ୍ଭ ହୋଇଛି । ମିନି ବସକୁ ସ୍ଥାନୀୟ ଶିମିଳିପାଳ ବାସିନ୍ଦା ବା ଇକୋ ଟୁରିଜିମ ଗ୍ରୁପ୍‌ ରକ୍ଷଣାବେକ୍ଷଣ କରିବ । ଏଥିଲାଗି ଟିକେଟ ବୁକିଂ ଅଫଲାଇନରେ ହେବ । ଯଶିପୁରର ଧୋବାଡିହା ମୁଖ୍ୟଗେଟରେ ୪ଟି ଏବଂ ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର ପିଠାବଟା ଗେଟ ନିକଟରେ ଦୁଇଟି […]
Read More...
ଜିଲ୍ଲା 

ମାସେ ହେବ ଗ୍ରାମରେ ଉପଦ୍ରବ କରୁଛନ୍ତି ହାତୀପଲ: ଖାଉଛନ୍ତି ଅମଳକ୍ଷମ ଧାନ, ନଷ୍ଟ କରୁଛନ୍ତି ଫସଲ

ମାସେ ହେବ ଗ୍ରାମରେ ଉପଦ୍ରବ କରୁଛନ୍ତି ହାତୀପଲ: ଖାଉଛନ୍ତି ଅମଳକ୍ଷମ ଧାନ, ନଷ୍ଟ କରୁଛନ୍ତି ଫସଲ ଦେବଗଡ : ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ବଡଛାପଲ ଗ୍ରାମ ପଞ୍ଚାୟତରେ ଉପଦ୍ରବ କରୁଛନ୍ତି ହାତୀପଲ । ଗତ ଅକେଫାବର ମାସ ୧୭ ତାରିଖ ଠାରୁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଙ୍ଗଲୀ ହାତୀ ହାତୀ ପଶି ଉପଦ୍ରବ ଘଟାଉଛନ୍ତି । ଏଥିରେ ବହୁ ଫସଲ ନଷ୍ଟ ହେବା ସହିତ ଲୋକ ବାହାରକୁ ବାହାରିବା ପାଇଁ ଡ଼ରୁଛନ୍ତି । ଅମଳକ୍ଷମ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ଖବର ଅନୁସାରେ, ସେହି […]
Read More...
ଜିଲ୍ଲା 

ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗର ବଡ ଦୁର୍ନିତୀ

ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗର ବଡ ଦୁର୍ନିତୀ ସୋନପୁର : ନଭେମ୍ବର ୧୬ : ଗଛ ଲଗା ଓ ରକ୍ଷଣାବେକ୍ଷଣ ନାମରେ ଆତ୍ମସାତ ହେଉଛି ଲକ୍ଷ ଲକ୍ଷ ଟଙ୍କା । ଦୁର୍ନିତୀରେ ଲିପ୍ତ ଅଛନ୍ତି ବନ ବିଭାଗର ବଡ ବଡ ଅଧିକାରୀ । ପଥ ପ୍ରାନ୍ତ ବନିକରଣ ନାମରେ କୋଟି କୋଟି ଟଙ୍କା ଆତ୍ମାସାତ କରୁଛନ୍ତି ଅଧିକାରୀ । ପୂର୍ବତନ ବନଖଣ୍ଡ ଅଧିକାରୀ ଶୁଶାନ୍ତ କୁମାର ସାମନ୍ତରାୟଙ୍କ ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ । ଏନେଇ ଅଭୀଯୋଗ କଲେ ମଧ୍ୟ କେହି ଶୁଣୁ ନଥିବାବେଳେ ଏହାର […]
Read More...
ଜିଲ୍ଲା 

ବେଆଇନ ଗଛକଟାକୁ ଅଟକାଇଲେ ଏନ୍‌ଜିଟି

ବେଆଇନ ଗଛକଟାକୁ ଅଟକାଇଲେ ଏନ୍‌ଜିଟି ସୁନ୍ଦରଗଡ଼ /କୋଇଡା : ଶିଳ୍ପ ପାଇଁ ଖୋଲାଖୋଲି ଭାବେ ଚାଲିଥିବା ବେଆଇନ ଜଙ୍ଗଲ କଟା । ଶେଷରେ ଏହାକୁ ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସନାଲ ଗ୍ରିନ୍‌ ଟ୍ରିବୁନାଲ- ଏନ୍‌ଜିଟି) ଅଟକାଇଛନ୍ତି । ଏଥିସହ ନିଜର ପକ୍ଷ ରଖିବାଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ବନବିଭାଗର ନିରବତା ଉପରେ ଏବେ ବିରାଟ ପ୍ରଶ୍ନ ଉଠିଛି ? ଦିନ ଦ୍ୱିପ୍ରହରରେ ସମସ୍ତଙ୍କ ଆଖି ଆଗରେ ହଜାର ହଜାର ଗଛ କଟା ଯାଉଥିବାର ଖବର ଗଣମାଧ୍ୟମରେ […]
Read More...

Advertisement