odisha election
ରାଜନୀତି  ଓଡ଼ିଶା 

ପଦ୍ମପୁର ଉପନିର୍ବାଚନ: ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ଭାବେ ଚୟନ କରିପାରେ ବିଜେପି

ପଦ୍ମପୁର ଉପନିର୍ବାଚନ: ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ଭାବେ ଚୟନ କରିପାରେ ବିଜେପି ଭୁବନେଶ୍ୱର: ପ୍ରଦୀପ ପୁରୋହିତ ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ସୁନ୍ଦରଗଡ଼ ବିଧାୟକ ତଥା ବିଜେପି ନେତା କୁସୁମ ଟେଟେ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ହେଲେ ବିଜେପି ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନାହିଁ । ପ୍ରଦୀପ ପୁରୋହିତ ୨୦୧୪ରେ ଏଠାରୁ ବିଜୟୀ ହୋଇଥିଲେ । ଅନ୍ୟପଟରେ, ୧୪ ତାରିଖରେ ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରାଯିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି […]
Read More...
ଜିଲ୍ଲା 

ପଦ୍ମପୁର ଉପନିର୍ବାଚନ ପାଇଁ ସଜାଗ ହେଲା ବିଜେଡି, ୬ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲା ଦଳ

ପଦ୍ମପୁର ଉପନିର୍ବାଚନ ପାଇଁ ସଜାଗ ହେଲା ବିଜେଡି, ୬ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲା ଦଳ ଭୁବନେଶ୍ୱର: ଧାମନଗରରେ ବିଜେଡି ପରାଜିତ ହେବା ପରେ ପଦ୍ମପୁର ଉପନିର୍ବାଚନରେ ନିଜକୁ ଆଗୁଆ ସଜାଗ କରିଛି ଦଳ । ପଦ୍ମପୁର ଆସନକୁ କିପରି ହାତେଇବ ସେ ନେଇ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପଦ୍ମପୁର ନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ୱ ବାଣ୍ଟିଛି ବିଜେଡି ଦଳ । ପ୍ରାଥମିକ ପର୍ଯ୍ୟାୟରେ ୬ ମନ୍ତ୍ରୀଙ୍କୁ ପଦ୍ମପୁର ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି । ଯେଉଁମାନଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶାର ହେଭିେୱଟ ମନ୍ତ୍ରୀ ରହିଛନ୍ତି । ପଦ୍ମପୁର ପାଇଁ ନିରଞ୍ଜନ ପୂଜାରୀ, […]
Read More...
ରାଜନୀତି 

କାଲି ବ୍ରଜରାଜନଗର ନିର୍ବାଚନର ନାମାଙ୍କନ ଦାଖଲର ଶେଷ ଦିନ

କାଲି ବ୍ରଜରାଜନଗର ନିର୍ବାଚନର ନାମାଙ୍କନ ଦାଖଲର ଶେଷ ଦିନ ବ୍ରଜରାଜନଗର: ମଇ ୧୦: ଜୋରସୋରରେ ଚାଲିଛି ବ୍ରଜରାଜନଗର ନିର୍ବାଚନ ପ୍ରସ୍ତୁତି । ତେବେ କାଲି ଏହି ଉପନିର୍ବାଚନର ନାମାଙ୍କନ ପତ୍ର ଦାଖଲର ଶେଷଦିନ । ରାଜ୍ୟର ପ୍ରମୁଖ ଦଳ ଏହାର ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ଏଯାଏ କେହି ନାମାଙ୍କନ ଦାଖଲ କରିନାହାନ୍ତି । ବିଜେଡିରୁ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲଙ୍କ ନାଁ ଘୋଷଣା ହୋଇଛି ।ସେପଟେ ପୂର୍ବରୁ ବିଜେପି ରାଧାରାଣୀ […]
Read More...
ରାଜନୀତି 

ପୌର ନିର୍ବ।ଚନ ପାଇଁ ଜୋରଦାର ପ୍ରସ୍ତୁତି

ପୌର ନିର୍ବ।ଚନ ପାଇଁ ଜୋରଦାର ପ୍ରସ୍ତୁତି ଭୁବନେଶ୍ୱର: ଜାନୁଆରୀ ୦୧: ପୌର ନିର୍ବ।ଚନ ପ।ଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ୱ।ର୍ଡ ସୀମ। ନିର୍ଦ୍ଧ।ରଣ ଓ ସଂରକ୍ଷଣ ପ।ଇଁ ବ୍ୟବସ୍ଥ। କରିବ।କୁ ସମସ୍ତ ଜିଲ୍ଲ।ପ।ଳ ଓ ମ୍ୟୁନିସିପ।ଲ କମିଶନରଙ୍କୁ ଚିଠି ଲେଖିଛି ଗୃହ ଓ ନଗର ଉନ୍ନୟନ ବିଭ।ଗ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସୁଦ୍ଧ। ୧୦୭ ମ୍ୟୁନିସିପ।ଲିଟି ଓ ଏନଏସି ପ।ଇଁ ଚିଠ। ସଂରକ୍ଷଣ ତ।ଲିକ। ପ୍ରକ।ଶ କରିବ।କୁ କୁହ।ଯ।ଇଛି । ୧୨ ତ।ରିଖ ସୁଦ୍ଧ। ଆପତି ଅଭିଯୋଗ ଏବଂ ୧୩ […]
Read More...
ଓଡ଼ିଶା 

ସେପ୍‌ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ

ସେପ୍‌ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ ଭୁବନେଶ୍ୱର: ସେପ୍‌ଟେମ୍ବର ୪: ଚଳିତ ମାସ ୩୦ରେ ପିପିଲିରେ ଉପନିର୍ବାଚନ ହେବାକୁ ଯାଉଛି । ସେହିପରି ଆକ୍‌ଟୋବର ୩ରେ ଭୋଟର ଗଣତି ହେବ । ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ । ଏନେଇ ଆଜି କମିଶନର ଘୋଷଣା କରିଛନ୍ତି । ପୂର୍ବର କରୋନା ମହାମାରୀ ପାଇଁ ଉପନିର୍ବାଚନ ସ୍ଥଗିତ କରାଯାଇଥିଲା । ବର୍ତ୍ତମାନ କରୋନା ପରିସ୍ଥିତି କମିବା ସହିତ ନିୟନ୍ତ୍ରଣକୁ ଆସିଥିବା କାରଣରୁ କମିଶନର ଏହିପରି ନିଷ୍ପତି ନେଇଥିବା ଜଣାପଡ଼ିଛି […]
Read More...

Advertisement