Odisha Election Local Issues 2022
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବୁଥ ପରିବର୍ତ୍ତନକୁ ବିରୋଧ: ଭୋଟ ବର୍ଜନ କଲେ ଗ୍ରାମବାସୀ
Published On
By Samaya Live
ରାୟଗଡ଼ା : ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ ସୂରୀ ପଞ୍ଚାୟତ କମୁଗୁଡା ଗ୍ରାମବାସୀ ବୁଥ ପରିବର୍ତ୍ତନକୁ ତୀବ୍ର ବିରୋଧ କରିଛନ୍ତି । ୩୦ବର୍ଷର ବୁଥ ବଦଳାଇ ପାଖ ଗାଁ ମାଉଡିଗୁଡା ନୂଆ ବୁଥରେ ମତାଦାନ ବିରୋଧରେ ବିରୋଧ କରିଛନ୍ତି ଗ୍ରାମବାସୀ । ସେମାନେ ସମୂହ ମତଦାନ ବର୍ଜନ କରିଛନ୍ତି । ସୂଚନା ଅନୁଯାୟୀ, ପୁରୁଷ ପୁରୁଷ ଧରି କମୁଗୁଡା ଗ୍ରାମର ୪୦ ପରିବାର ନିଜ ଗାଁରେ ଭୋଟ ଦେଇ ଆସୁଥିଲେ । ତେବେ କାହାକୁ କିଛି ନଜଣାଇ […]
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୧୧ ଗିରଫ
Published On
By Samaya Live
ଯାଜପୁର: ଫେବୃଆରୀ ୨୧: ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୧୧ ଗିରଫ । ଗିରଫଙ୍କ ମଧ୍ୟରେ ୫ ପୁରୁଷ ଥିବାବେଳେ ୬ ଜଣ ମହିଳା ଅଛନ୍ତି। ଗତକାଲି ଏନେଇ ଯାଜପୁର ଏସ୍ପି ରାହୁଲ ପି.ଆର୍. ସୂଚନା ଦେଇଥିଲେ। ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ତାକୁ ନେଇ ଚାଲିଛି ତଦନ୍ତ। ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗତକାଲି ପୋଲିସ […]
ନିର୍ବାଚନ ଚିହ୍ନ ବଦଳାଇବାକୁ ବାଧ୍ୟ କରୁଛନ୍ତି ପିଇଓ
Published On
By Samaya Live
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ବୋ ପୂର୍ବରୁ ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନ ବଦଳି କରିବାକୁ ବାଧ୍ୟ କରାଯାଉଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଧର୍ମଗଡ ବ୍ଲକ ରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ପ୍ରାର୍ଥୀ ତଥା ପ୍ରାର୍ଥୀ ଙ୍କ ସମର୍ଥକ ମାନେ ପୂର୍ବରୁ ବିଡ଼ିଓଙ୍କୁ ଘେରି କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ଜିଲ୍ଲାପାଳଙ୍କ […]
ନୂଆପଡ଼ାରେ ଜାଲିଆତି କରି ଭୋଟଦାନ ଅଭିଯୋଗ
Published On
By Samaya Live
ନୂଆପଡ଼ା : ଫେବୃଆରୀ ୧୯: ନୂଆପଡ଼ା ଜିଲ୍ଲାରେ ବୁଧବାର ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ଭରୁଆମୁଣ୍ଡା ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମର ୨ ନଂ ବୁଥରେ ଜାଲିଆତି କରି ଭୋଟ୍ ଦିଆଯାଉଥିବା ଅଭିଯୋଗ ହେବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ବୁଥରେ ପହଞ୍ଚି ବୁଝାସୁଝା କରିବା ପରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା ଭରୁଆମୁଣ୍ଡା ଗ୍ରାମର ୨ନଂ ବୁଥରେ ଜଣେ ମହିଳା ଭୋଟରଙ୍ର୍କ ନାମରେ ଅନ୍ୟ […]
କୋଟିଆରେ ଭୋଟ୍ ଗ୍ରହଣ ପ୍ରକ୍ରିୟା
Published On
By Samaya Live
କୋଟିଆ: ଫେବୃଆରୀ ୧୮: ଆଜି ବିବାଦୀୟ କୋରାପୁଟ ଜିଲ୍ଲା କୋଟିଆରେ ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା। ୫୭୯୦ ଭୋଟର ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସରପଞ୍ଚ ପଦବୀ ପାଇଁ ୭ ଜଣ ନିର୍ବାଚନ ଲଢ଼ୁଥିବା ବେଳେ ସମିତି ସଭ୍ୟ ଅପ୍ରତିନ୍ଦ୍ୱନ୍ଦୀ ରହିଛନ୍ତି। ୭ଟାରୁ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ୩୦,୬୮,୧୮୬ ଜିଲ୍ଲା ପରିଷଦ ଜୋନରେ ମତଦାନ ଚାଲିଛି। ମାଡ଼କାର, ଫଗୁଣସିନେରି, ତାଡ଼ିବାଲସା, ତଳ ଓ ଉପର ସେମ୍ବି ଏବଂ ଗଞ୍ଜେଇପଦର ଆଦି ୧୩ଟି […]
୪୮ ଘଣ୍ଟା ପରେ ମିଳିଲେ ସମିତି ସଭ୍ୟ ପ୍ରାର୍ଥିଙ୍କ ସ୍ୱାମୀ
Published On
By Samaya Live
ଢେଙ୍କାନାଳ: ଫେବୃଆରୀ ୧୮: ୪୮ ଘଣ୍ଟା ପରେ ମିଳିଲେ ସମିତି ସଭ୍ୟ ପ୍ରାର୍ଥିଙ୍କ ସ୍ୱାମୀ। ଢେଙ୍କାନାଳ ଜିଲ୍ଲା ସାଙ୍କୁଲେଇ ପଞ୍ଚାୟତ ଚିନ୍ମୟ କୁମାର ଦାସ ରାତିରୁ ହଠାତ ନିଖୋଜ ହୋଇଯାଇଥିଲେ। ତେବେ ଆଜି ସଦର ଥାନା ପୋଲିସ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଛି। ଚିନ୍ମୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ସେଠାକୁ କିଭଳି ଆସିଲେ ? ଦୁଇ ଦିନ ଧରି କେଉଁଠି ଥିଲେ ? ଏ ସବୁକୁ ନେଇ ଚାଲିଛି […]
ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ
Published On
By Samaya Live
ଭୁବନେଶ୍ୱର: ଫେବୃଆରୀ ୧୭: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ମତଦାନ। ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ ବ୍ଲକ୍ରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍ ଲାଗି ନିର୍ବାଚନ ହେବ। ମୋଟ୍ ୨୦,୪୩୬ ବୁଥ୍ରେ ଭୋଟଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି ବୁଥ୍କୁ ଯାଇଛନ୍ତି ପୋଲିଂ ପାର୍ଟି। ସେପଟେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ପାଇଁ କୋଟିଆ ପଞ୍ଚାୟତରେ ମଧ୍ୟ ପହଞ୍ଚିଛି ପୋଲିଂ ପାର୍ଟି। […]
ବିଭିନ୍ନ ପଞ୍ଚାୟତରେ ନିର୍ବାଚନୀ ହିଂସା
Published On
By Samaya Live
ଭୁବନେଶ୍ୱର: ଫେବୃଆରୀ ୧୬: ଆଜିଠୁ ଆରମ୍ଭ ପଞ୍ଚାୟତ ନିର୍ବାଚନ । ଏହାରି ଭିତରେ ବିଭିନ୍ନ ପ୍ରକାର ହିଂସାକାଣ୍ଡ ସାମ୍ନାକୁ ଆସିଛି । ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ପ୍ରାର୍ଥୀଙ୍କ ଘରକୁ ମଧ୍ୟ ଛାଡୁ ନାହାନ୍ତି ଗୁଣ୍ଡା ପ୍ରବୃତ୍ତିର ଲୋକ । ଗୁଳିକାଣ୍ଡ, ମାରପିଟ ଠାରୁ ଆରମ୍ଭ କରି ବୋମାମାଡ ମଧ୍ୟ ହେଉଛି ବିଭିନ୍ନ ପଞ୍ଚାୟତରେ । ସମ୍ବଲପୁରର ଘିଚାମୁରା ପଞ୍ଚାୟତ ଦେଉରା ଗାଁ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି ଏବଂ ଏଥିରେ କାହାର […]
କୋଟିଆ ଜମି ହାତେଇବା ପାଇଁ ଆନ୍ଧ୍ରର ନୂଆ ଉପାୟ
Published On
By Samaya Live
କୋରାପୁଟ: ଫେବୃଆରୀ ୧୫: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଆନ୍ଧ୍ର ସରକାର କୋଟିଆବାସୀଙ୍କ ପାଇଁ ଦେଉଛନ୍ତି ନୂଆ ନୂଆ ସ୍କିମ । ଆଦିବାସୀଙ୍କୁ ବିଭିନ୍ନ ସ୍କିମ୍ ଦ୍ୱାରା ପ୍ରଲୋଭିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ଆନ୍ଧ୍ର ସରକାର। ଆନ୍ଧ୍ରର ଅଫିସରଙ୍କ କହିବା ମୁତାବକ ଏହା ଏକ ବିବାଦୀୟ ଅଞ୍ଚଳ, ଆମେ ସରକାରୀ କାମ କରିବାକୁ ଆସିଛୁ ଏଥିରେ ଅସୁବିଧା କଣ ? ଖାଲି ଏତିକି ନୁହେଁ ତଳଗଂଜେଇପଦରର ଅନେକ ଗାଁରେ ଆନ୍ଧ୍ର ସରକାର ଘର ନମ୍ବରିଂ […]
ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆର୍ଥିକ ସହାୟତା ଦେଲେ ଜନତା
Published On
By Samaya Live
ସୋନପୁର : ପାଖେଇ ଆସିଲାଣି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ସରଗରମ ହେଲାଣି ଗାଁ ରାଜନୀତି । ବିଜୟୀ ହେବା ପାଇଁ ଭିନ୍ନ ରଣନୀତି ଆପଣାଉଛନ୍ତି ପ୍ରାର୍ଥୀ । ଭୋଟ୍ ଜିଣିବାକୁ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ସେହିପରି ଆଉ କିଛି ପ୍ରାର୍ଥୀ ଭୋଟ୍ ପାଇଁ ମଦ ମାଂସ ବାଣ୍ଟୁଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବୁଠିପଦର ଗାଁରେ ଭୋଟ୍ ପାଇଁ ନେତା ଜନତାଙ୍କୁ ନୁହେଁ ବରଂ ବିଜୟୀ […]
ସମସ୍ୟାର ସମାଧାନ ନାହିଁ ତ’ ଭୋଟ ନାହିଁ
Published On
By Samaya Live
ବରଗଡ଼ : ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମ ହୋଇଉଠିଥିବା ବେଳେ ଅନେକ ଗ୍ରାମବାସୀ ନିଜ ଗ୍ରାମର ସମାସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବାକୁ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ସୂଚନା ଅନୁସାରେ, ବରପାଲି ବ୍ଲକ ଅନ୍ତର୍ଗତ ଗ୍ରାମର ରାସ୍ତା ଗତ ୨୦ ବର୍ଷ ହେଲା ମରାମତି ହୋଇନାହିଁ । ଫଳରେ ଉକ୍ତ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ଗ୍ରାମକୁ ବରଗଡ଼ କେନାଲ ଡିଭିଜନ ଅନ୍ତର୍ଗତ କୁମ୍ଭାରୀ-ଭୋଇଟିକ୍ରା ୩ […]
ବିଜେଡିର ମିଶ୍ରଣ ପର୍ବ
Published On
By Samaya Live
ଆନନ୍ଦପୁର: ଫେବୃଆରୀ ୦୮: ଆନନ୍ଦପୁର ରାଜ୍ୟର ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫେସର ବଦ୍ରିନାରାୟଣଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସମ୍ପାଦକ ସୂର୍ଯ୍ୟ ନାରାୟଣ କର ବିଜେଡି ଦଳରେ ଯୋଗ ଦେଇଛନ୍ତି। ଏଥିସହ ତାଙ୍କର ଶତାଧିକ କର୍ମୀ ମଧ୍ୟ ବିଜେଡିରେ ମିଶିଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସଙ୍ଗଠନ […]

