odisha education update
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କାଲିଠୁ ଆରମ୍ଭ ହେବ ଯୁକ୍ତ ୨ ଅଫ୍ଲାଇନ ପରୀକ୍ଷା ଆବେଦନ ପ୍ରକ୍ରିୟା
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୨: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାଫଳ ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତିରେ ଦିଆଯାଇଥିଲା । ପରୀକ୍ଷାଫଳକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନଙ୍କ ପାଇଁ ରାଜ୍ୟ ସରକାର ଅଫ୍ଲାଇନ ପରୀକ୍ଷା ଅନୁଷ୍ଠିତ କରିବାକୁ ଯାଉଛନ୍ତି । ଚଳିତ ମାସ ସେପ୍ଟେମ୍ବର ୩ରେ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେପ୍ଟେମ୍ବର ୭ ହେଉଛି ଆବେଦନ ପ୍ରକ୍ରିୟାର ଶେଷ ତାରିଖ । ତେବେ ପରୀକ୍ଷାର୍ଥୀ ସଂଖ୍ୟାକୁ […]
ଶୁକ୍ରବାରଠାରୁ ଅଫ୍ଲାଇନ୍ ମାଟ୍ରିକ୍ ପରୀକ୍ଷା ଆରମ୍ଭ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୯: ଆସନ୍ତା କାଲିଠୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ଏହି ପରୀକ୍ଷା ଅଫ୍ଲାଇନ୍ ମୋଡରେ ଅନୁଷ୍ଠିତ ହେବ । ରାଜ୍ୟର ୫୦୪ଟି କେନ୍ଦ୍ରରେ ପରୀକ୍ଷା କରାଯାଇଛି । ୧୧ ହଜାର ୧୫୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କରୋନା ନିୟମକୁ କଡ଼ାକଡ଼ି କରି ବିଦ୍ୟାଳୟମାନ ଖୋଲାଯିବ । ମାଟ୍ରିକ୍ ପରୀକ୍ଷାରେ ନିୟୋଜିତ ଥିବା ସମସ୍ତ କର୍ମଚାରୀଙ୍କର କୋଭିଡ ପରୀକ୍ଷା କରାଯାଇଛି । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମୋବାଇଲ୍ ଫୋନ୍କୁ ନିଷେଧ କରାଯାଇଛି । ପରୀକ୍ଷା […]
ରାଜ୍ୟର କମନ୍ ପିଜିଏଣ୍ଟ୍ରାସ୍ ପରୀକ୍ଷାର ବାହାରିଲା ବିଜ୍ଞପ୍ତି
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୯: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ଓ ଅନ୍ଲାଇନ୍ ଆଡମିନିସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛିି । www.samsodisha.gov.in େୱବସାଇଡ ଜରିଆରେ ଛାତ୍ରାଛାତ୍ରୀମାନେ ଅନ୍ଲାଇନ୍ ଆବେଦନ କରିପାରିବେ । ଆସନ୍ତା ଅଗଷ୍ଟ ୨ତାରିଖ ସକାଳ ୧୧ଟା ସମୟରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୪ ତାରିଖ ରାତ୍ରି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ । ସେହିପରି ପରୀକ୍ଷା ପାଇଁ ହଲ୍ ଟିକେଟ୍ ଅଗଷ୍ଟ ୨୦ ତାରିଖରେ ଅନ୍ଲାଇନ୍ରୁ […]
କୋଭିଡ଼ କଟକଣା ମଧ୍ୟରେ ଆଜି ରାଜ୍ୟରେ ଖୋଲିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୬: କରୋନା ମହାମାରୀ ଯୋଗୁଁ ତିନି ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ଆଜି ଠାରୁ ଶ୍ରେଣୀ କକ୍ଷରେ ପାଠପଢ଼ା ଆରମ୍ଭ ହେଉଛିି । ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଡୁର୍) ଅନୁସାରେ, ବିଦ୍ୟାଳୟଗୁଡ଼ିକ ସକାଳ ୧୦ରୁ ମଧ୍ୟାହ୍ନ ୧.୩୦ ପର୍ଯ୍ୟନ୍ତ ଖୋଲା ରହିବ । ବିଦ୍ୟାଳୟକୁ କୌଣସି ଛାତ୍ରଛାତ୍ରୀ ଖାଦ୍ୟ ସାଙ୍ଗରେ ଆଣିବେ ନାହିଁ । ତେବେ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଆସିବାକୁ ବାଧ୍ୟ ନୁହଁନ୍ତି । […]

