odisha education system
ଓଡ଼ିଶା 

ଆଜିଠୁ ଖୋଲୁଛି ରାଜ୍ୟର ସମସ୍ତ ସ୍କୁଲ୍‌

ଆଜିଠୁ ଖୋଲୁଛି ରାଜ୍ୟର ସମସ୍ତ ସ୍କୁଲ୍‌ ଭୁବନେଶ୍ୱର: ଜୁନ ୧୭: ଆଜିଠୁ ଖୋଲୁଛି ରାଜ୍ୟର ସବୁ ସ୍କୁଲ୍‌ । ୧୧ ଦିନିଆ ଖରା ଛୁଟି ପରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢା ଆରମ୍ଭ ହେବାକୁଯାଉଛି । ଏଥର ଦିନ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ । ପୂର୍ବ ଭଳି ସକାଳ ୧୦ଟାରୁ କ୍ଲାସ୍‌ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ହେବ । ଶିକ୍ଷକ, ଶିକ୍ଷୟିତ୍ରୀ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ ଓ ଅପରାହ୍ନ ୪.୩୦ ଯାଏ କ୍ୟାମ୍ପସରେ ରହିବେ […]
Read More...
ଓଡ଼ିଶା 

ସ୍କୁଲ ପିଲାଙ୍କୁ ଦିଆଯିିବ ଅଲିମ୍ପିକ୍‌ ଶିକ୍ଷା

ସ୍କୁଲ ପିଲାଙ୍କୁ ଦିଆଯିିବ ଅଲିମ୍ପିକ୍‌ ଶିକ୍ଷା ଭୁବନେଶ୍ୱର: ବିଦ୍ୟାଳୟ ସ୍ତରରୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ । ଅଲମ୍ପିକ ସମ୍ପର୍କିତ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଣୁ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ପ୍ରଚଳନ କରାଯିବ । ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ଟି ସ୍କୁଲରେ ଆରମ୍ଭ ହେବ ଏହି ଅଲିମ୍ପିକ ଶିକ୍ଷାଦାନ । ଚୀନ ଓ ଜାପାନର ଖେଳାଳିଙ୍କ ଭଳି ଖେଳାଳି ସୃଷ୍ଟି ଉଦ୍ଦେଶ୍ୟରେ କସରତ […]
Read More...
ଜିଲ୍ଲା  ଓଡ଼ିଶା 

କପି ରୋକିବାକୁ ବୋର୍ଡରୁ ଗଠନ ହେଲା ୩୮ଟି ସ୍ପେଶାଲ୍‌ ସ୍କ୍ୱାଡ୍‌

କପି ରୋକିବାକୁ ବୋର୍ଡରୁ ଗଠନ ହେଲା ୩୮ଟି ସ୍ପେଶାଲ୍‌ ସ୍କ୍ୱାଡ୍‌ ଭୁବନେଶ୍ୱର: ଅପ୍ରେଲ ୨୬: ରାଜ୍ୟର ୩୦ ଜିଲ୍ଲା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ୩୮ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରିଛନ୍ତି। କିପରି ପରୀକ୍ଷା ଠିକ୍‌ ଭାବରେ ହେବ ଓ କପି ରୋକାଯାଇ ପାରିବ ସେ ନେଇ ତଦାରଖ କରିବେ ଏହି ସ୍କ୍ୱାଡ୍‌। ଏହା ବ୍ୟତୀତ ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୃଥକ ସ୍କ୍ୱାଡ୍ ଗଠନ କରାଯାଇଛି । ବୋର୍ଡ ସଭାପତି ରାମଶିଷ ହାଜରାଙ୍କ ଅଧ୍ୟକ୍ଷତାରେ ସ୍କ୍ୱାଡ୍ ଅଧିକାରୀଙ୍କ ସମେତ ବୋର୍ଡର […]
Read More...
ଓଡ଼ିଶା 

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି: ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରି ନିୟମିତ

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି: ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରି ନିୟମିତ ଭୁବନେବର: ଜାନୁଆରୀ ୧: ରାଜ୍ୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିକ୍ଷକଙ୍କ କାର୍ଡ ପଦର୍ଶନ କରିଛନ୍ତି । ଗତକାଲି ଶିକ୍ଷକଙ୍କ ବେତନ ବୃଦ୍ଧି ହେବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ହେଇଥିଲା ବେଳେ ଆଜି ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କୁ ନୂଆ ବର୍ଷର ଭେଟି ଦେଇଛନ୍ତି । ବର୍ଷ ପହିଲାରୁ ୮ ହଜାର ୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରିକୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି କରିଛନ୍ତି । ଏଥିରେ ୪୦ ହଜାର ୦୫୨ ଜଣ ଶିକ୍ଷକଙ୍କୁ […]
Read More...

Advertisement