Odisha Edication
ଓଡ଼ିଶା 

୩୦% ହ୍ରାସ ହେବ ପିଲାଙ୍କ ସିଲାବସ୍‌

୩୦% ହ୍ରାସ ହେବ ପିଲାଙ୍କ ସିଲାବସ୍‌ ଭୁବନେଶ୍ୱର : ଅଗଷ୍ଟ ୨୬: ଏଣିକି ପିଲାଙ୍କ ପାଠ୍ୟକ୍ରମରେ ୩୦% ହ୍ରାସ କରାଯିବ । ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । କରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍କୁଲ ଓ କଲେଜ ଖୋଲା ଯାଇନାହିଁ ଓ ଶିକ୍ଷାଦାନ ମଧ୍ୟ ଆରମ୍ଭ ହୋଇପାରିନାହିଁ । କରୋନା ସଂକ୍ରମଣ ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିଶେଷ ଭାବେ ପ୍ରଭାବିତ ହୋଇଛି । ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କେବେ ସ୍କୁଲ ଖୋଲିବ ସେ […]
Read More...

Advertisement