odisha culture
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମା’ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତାର ନିଷ୍ପତ୍ତି ପାଇଁ ୨ ଦିନ ସମୟ ମାଗିଲେ ସରକାର
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୮: ଦୁର୍ଗାପୂଜାରେ ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ନେଇ ଟୁଇନସିଟିର ପୂଜା କମିଟିଙ୍କ ବିରୋଧ ପରେ ସରକାର ଏହା ଉପରେ ଦୃଷ୍ଟି ଦେଇଛନ୍ତି । ଏଥିପାଇଁ ସରକାର ଦୁଇ ଦିନ ସମୟ ମାଗିଛନ୍ତି ବୋଲି କଟକ ପୂଜା କମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ ପ୍ରକାଶ କରିଛନ୍ତି । ସରକାର ଏହି ସମସ୍ୟାକୁ ସକାରତ୍ମକ ଭାବେ ଗ୍ରହଣ କରିବା ସହିତ ପୂଜାପାର୍ବଣରେ ଲାଗୁ ହେବାକୁ ଯାଉଥିବା କୋଭିଡ କଟକଣା ନିୟମକୁ କୋହଳ କରିବେ ବୋଲି ସେ […]
ଗଣେଶ ପୂଜା ପାଇଁ ବିଏମ୍ସିର ନୂଆ ଗାଇଡଲାଇନ୍: ପ୍ରସାଦ ସେବନ ଓ ଭୋଜି ହେବ ନାହିଁ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୨: କରୋନା ମହାମାରୀ ସମୟରେ ଓଡ଼ିଶାର ପୂଜା ପାର୍ବଣ ଲାଗି ଅନୁମତି ମିଳିଛି । ଏଥିପାଇଁ ବିଏମ୍ସି ପକ୍ଷରୁ ଗଣେଶ ପୂଜା ପାଇଁ ନୂଆ ଗାଇଡଲାଇନ୍ ଆସିଛି । ଗାଇଡଲାଇନ୍ ଅନୁସାରେ, ମଣ୍ଡପ ଓ ପେଣ୍ଡାଲରେ ପୂଜା କରିବା ନେଇ କମିଶନରେଟ୍ ପୋଲିସର ଅନୁମତି ନେବାକୁ ପଡ଼ିବ । ସେହିପରି ଜିଲ୍ଲାଗୁଡ଼ିକରେ ପୂଜା ପାଇଁ ଜିଲ୍ଲାପାଳଙ୍କଠାରୁ ଅନୁମତି ନେବା ଆବଶ୍ୟକ । ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ଆଗମନ ବାରଣ କରାଯାଇଥିଲା ବେଳେ କୌଣସି ସାଜସଜ୍ଜା କରାହେବ […]
ଆଜିଠୁଁ ପର୍ଯ୍ୟଟନଙ୍କ ପାଇଁ ଖୋଲିଲା ସୂର୍ଯ୍ୟ ମନ୍ଦିର
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ୨: କରୋନା ମହାମାରୀ ସକାଶେ ଗତ ତିନି ମାସରୁ ଊର୍ଦ୍ଧ୍ୱ ଦିନ ଧରି ବନ୍ଦ ଥିବା କୋଣାର୍କର ସୂର୍ଯ୍ୟ ମନ୍ଦିର ଆଜି ପର୍ଯ୍ୟଟନଙ୍କ ପାଇଁ ଖୋଲିଛି । ଗୋଟିଏ ଦିନରେ କେବଳ ୨ ହଜାର ପର୍ଯ୍ୟଟକ ମନ୍ଦିରକୁ ପ୍ରବେଶ କରିପାରିବେ । ପ୍ରତ୍ୟହ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ ସକାଳ ୬ଟାରୁ ଦ୍ୱିପ୍ରହର ୧ଟା ଯାଏଁ ୧ ହଜାର ପର୍ଯ୍ୟଟକ ଏବଂ ଦ୍ୱି୍ୱିପ୍ରହର ୧ଟାରୁ ସନ୍ଧ୍ୟା ୬ଟା ଯାଏଁ ଆଉ ୧ ହଜାର ର୍ପଯ୍ୟଟକଙ୍କୁ ପ୍ରବେଶ ଅନୁମତି […]

