Odisha COVID cases today
ଓଡ଼ିଶା 

ରାଜ୍ୟରେ ୧୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଲା

ରାଜ୍ୟରେ ୧୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଲା ଭୁବନେଶ୍ୱର: ଜୁଲାଇ ୨୫: ରାଜ୍ୟରେ କ୍ରମାଗତ ଭାବରେ ୪ ଦିନ ଧରି ହଜାରେ ରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି I ପୁଣି ୨୪ ଘଂଟାରେ ଚିହ୍ନଟ ହେଲେ ୧୩୨୦ ଜଣ ସଂକ୍ରମିତ I ଏହାକୁ ମିଶାଇ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ କୁ ବୃଦ୍ଧି ପାଇଛି I ନୂଆ ୧୩୨୦ ସଂକ୍ରମିତ ଙ୍କ ମଧ୍ୟରୁ, ୮୮୭ ଜଣ Quarantine ରେ ଥିଲେ ଏବଂ ୪୩୩ ଟି Local Contact Case I ଗଂଜାମ ରେ […]
Read More...

Advertisement