odisha covid case update
ଓଡ଼ିଶା 

ରାଜ୍ୟରେ କରୋନାର ସ୍ଥିତି ସ୍ଥିର, ୨୪ ଘଣ୍ଟାରେ ୧,୩୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ କରୋନାର ସ୍ଥିତି ସ୍ଥିର, ୨୪ ଘଣ୍ଟାରେ ୧,୩୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଅଗଷ୍ଟ ୫: କିଛି ଦିନ ହେଲା ରାଜ୍ୟରେ ୧୫ଶହ ତଳକୁ କରୋନା ସଂକ୍ରମିତଙ୍କ ସଂଖ୍ୟା ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬ ହଜାର ୧୪୬ ଜଣଙ୍କର ସ୍ୱାବ୍‌ ଟେଷ୍ଟରୁ ୧ ହଜାର ୩୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୭୫ ଜଣ ଥିବା ବେଳେ ବାକି ୫୬୭ ଜଣ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡ଼ିଛି । ୧ ହଜରା ୬୩୦ ଜଣ କରୋନା ସଂକ୍ରମିତ […]
Read More...

Advertisement