Odisha covid case total
ଓଡ଼ିଶା 

ଓଡିଶାରେ ୭୯ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫୧୭ କୁ ବୃଦ୍ଧି

ଓଡିଶାରେ ୭୯ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫୧୭ କୁ ବୃଦ୍ଧି ଭୁବନେଶ୍ୱର: ମେ ୨୬: ଓଡ଼ିଶାରେ ୭୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ, ରାଜ୍ୟର ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫୧୭ କୁ ବୃଦ୍ଧି ପାଇଛି l ଗଂଜାମ ଜିଲ୍ଲାରେ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଯାଜପୁର ରେ ୨ ଜଣ, ବାଲେଶ୍ୱର ରେ ୪ ଜଣ, ଖୋର୍ଦ୍ଧା ରେ ୪ ଜଣ, ପୁରୀ ରେ ୪ ଜଣ, କଟକ ରେ ୧୬ ଜଣ,କେନ୍ଦ୍ରାପଡ଼ା ରେ […]
Read More...

Advertisement