odisha corona record
ଓଡ଼ିଶା 

ଆଜି ରାଜ୍ୟରେ ୧ହଜାର ୯୧୭ କରୋନା ସଂକ୍ରମିତ

ଆଜି ରାଜ୍ୟରେ ୧ହଜାର ୯୧୭ କରୋନା ସଂକ୍ରମିତ ଭୁବନେଶ୍ୱର:ଜୁଲାଇ ୨୩: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ହଜାର ୯୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ହଜାର ୧୦୯ ଜଣ କ୍ୱାରେଣ୍ଟିନ୍‌ ଓ ୮୦୮ ଜଣ ସ୍ଥାନୀୟ କେସ୍‌ରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨୨୧୦ ଜଣ । ଅନ୍ୟପକ୍ଷେ ଆଜି ୬୯ କରୋନା ରୋଗୀ ଆଖି ବୁଜିଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ କରୋନା ସଂକ୍ରମିତ ୫୧୮ ଜଣ ଚିହ୍ନଟ […]
Read More...
ଓଡ଼ିଶା 

ରାଜ୍ୟରେ ଦିନକରେ ୧,୯୨୭ କରୋନାରେ ଆକ୍ରାନ୍ତ

ରାଜ୍ୟରେ ଦିନକରେ ୧,୯୨୭ କରୋନାରେ ଆକ୍ରାନ୍ତ ଭୁବନେଶ୍ୱର:ଜୁଲାଇ ୨୧: କାଲି ଅପେକ୍ଷା ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଆଜି ୧ ହଜାର ୯୨୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧ ହଜାର ୧୧୫ ଜଣ କ୍ୱାରେଣ୍ଟିନ୍‌ରୁ ଏବଂ ୮୧୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୨ ହଜାର ୩୪୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦିନକରେ କରୋନାଜନିତ ମୃତୁ୍ୟ ହୋଇଛି […]
Read More...

Advertisement