Odisha Colleges to open
ଓଡ଼ିଶା 

ଜୁଲାଇରୁ କଲେଜ ଖୋଲିବାକୁ ଦାବି; ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଅଧ୍ୟାପକ ସଂଘ

ଜୁଲାଇରୁ କଲେଜ ଖୋଲିବାକୁ ଦାବି; ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଅଧ୍ୟାପକ ସଂଘ ଭୁବନେଶ୍ୱର(ସବୁ୍ୟ) :ଜୁନ ୧୬: ଆସନ୍ତାକାଲି କଲେଜ ଓ ବିଶ୍ୱବିଦ୍ୟାଳୟକୁ ଅଧ୍ୟାପକ କାର୍ଯ୍ୟରେ ଯୋଗୁ ଦେବାକୁ ନିଷ୍ପତ୍ତି ହୋଇଥିଲା । ଜୁନ୍‌ ୧୭ରେ କଲେଜ ଓ ବିଶ୍ୱବିଦ୍ୟାଳୟ ନଖୋଲିବାକୁ ୬୬୨ ଓ ୪୮୮ କଲେଜ ସଂଘ କହିଛି । ଜୁଲାଇରୁ କଲେଜ ଖୋଲିବାକୁ ଅଧ୍ୟାପକ ସଂଘ ପକ୍ଷରୁ ଦାବି କରାଯାଇଛି । କଲେଜ ଖୋଲିବା ନିଷ୍ପତ୍ତି ପ୍ରସଙ୍ଗରେ ମଙ୍ଗଳବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ବିଭିନ୍ନ ଅଧ୍ୟାପକ ସଂଘର କର୍ମକର୍ତ୍ତା ସାକ୍ଷାତ କରି ବିଭିନ୍ନ ଦାବି ଜଣାଇଛନ୍ତି । […]
Read More...

Advertisement