Odisha College Result
ଓଡ଼ିଶା 

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ,ଆଗରେ ଛାତ୍ର

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ,ଆଗରେ ଛାତ୍ର ଭୁବନେଶ୍ୱର : ଅଗଷ୍ଟ ୧୨: ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ବିଜ୍ଞାନରେ ପାସ୍‌ ହାର ରହିଛି ୭୦. ୨୧ ପ୍ରତିଶତ । ପାସ ହାରରେ ଛାତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି ଛାତ୍ର । ୩୯ ପ୍ରତିଶତ ଛାତ୍ର ପାସ୍‌ କରିଥିବା ବେଳେ ୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ନୟାଗଡ଼ ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୮୬. ୫୧ ପ୍ରତିଶତ ରହିଛି । […]
Read More...

Advertisement