Odisha CM talks to Police Offiecers
ଓଡ଼ିଶା 

ଲକଡାଉନରେ ପୁଲିସର ସଂଯମ ଓ ମାନବିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଲକଡାଉନରେ ପୁଲିସର ସଂଯମ ଓ ମାନବିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର :ଜୁନ ୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା ପୁଲିିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜିଙ୍କ ସହିତ ଆଲୋଚନା କରିଛନ୍ତି । ଲକ୍‌ଡାଉନ ସମୟରେ ପୁଲିସର ସଂଯମ ଆଚରଣ ଓ ମାନବିକତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉକ୍ତ ସମୟରେ ପୋଲିସର କାର୍ଯ୍ୟ ଓ ଧର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟିର ଥିଲା ଓ ପ୍ରତିଟି କର୍ତ୍ତବ୍ୟକୁ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ସଂପାଦନ କରିଥିଲେ । ବହୁ ସ୍ଥାନରେ ସମସ୍ୟାରେ ପଡିଥିବା ଲୋକଙ୍କ ପ୍ରତି […]
Read More...

Advertisement