Odisha Chief Minister
ଓଡ଼ିଶା 

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ୨ ମିନିଟ୍‌ ନିରବ ପ୍ରାର୍ଥନା: ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ୨ ମିନିଟ୍‌ ନିରବ ପ୍ରାର୍ଥନା: ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଅଗଷ୍ଟ ୫:କୋଭିଡ ଯୋଦ୍ଧାଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଛନ୍ତି ଓଡ଼ିଶାବାସୀ । ମାନବ ଜାତି ପ୍ରତି ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ରାଜ୍ୟବାସୀଙ୍କୁ ୮ ସୂତ୍ରୀ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଓଡ଼ିଶାରେ ସନ୍ଧ୍ୟା ୬ଟାରେ ୨ମିନିଟ୍‌ ପାଇଁ ଅଟକିଯାଇଥିଲା ଜୀବନ ଯାତ୍ରା । ରାସ୍ତଘାଟ, ଅଫିସ କଚେରି, ବଜାର ଆଦି ସ୍ଥାନରେ ଲୋକମାନେ ଛିଡ଼ା ହୋଇ ନିରବ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ […]
Read More...
ଓଡ଼ିଶା 

ପ୍ଲାଜମା ଦାନକୁ ଆନ୍ଦୋଳନରେ ପରିଣତ କରାଯିବ : ମୁଖ୍ୟମନ୍ତ୍ରୀ

ପ୍ଲାଜମା ଦାନକୁ ଆନ୍ଦୋଳନରେ ପରିଣତ କରାଯିବ : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଜୁଲାଇ ୩୧:ପ୍ଲାଜମା ଥେରାପି ଗୁରୁତର କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସଫଳ ହୋଇଛି । ପ୍ଲାଜମା ଥେରାପିର ପ୍ରୟୋଗ ପରେ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଲୋକାର୍ପଣ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ଲାଜମା ବ୍ୟାଙ୍କକୁ ଏକ ଆନ୍ଦୋଳନରେ ପରିଣତ କରାଯିବ […]
Read More...
ଓଡ଼ିଶା 

ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଜୁଲାଇ ୨୨: କରୋନା ଟୀକ ପ୍ରସ୍ତୁତିର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲାଙ୍କ ସହ ଭିଡିଓ କଲରେ କଥା ହୋଇଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଶ୍ୱାଳୟର ସହ ମିଳିତ ଉଦ୍ୟମରେ ସେରମ ଇନଷ୍ଟିଚ୍ୟୁଟ କୋଭିଡ ଟୀକା ପାଇଁ ଉଦ୍ୟମ ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଆବଶ୍ୟକ ଅନୁମତି ମିଳିବା ପରେ ଓଡିଶାରେ ଟୀକାକରଣ କାମରେ ପୁନାୱାଲା ସହ ଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ […]
Read More...
ଓଡ଼ିଶା 

ଲୋକ ଆସିବେନି ସରକାରୀ ଅଫିସ; October ୨ ଯାଏ ଅନଲାଇନରେ ମିଳିବ ସେବା

ଲୋକ ଆସିବେନି ସରକାରୀ ଅଫିସ; October ୨ ଯାଏ ଅନଲାଇନରେ ମିଳିବ ସେବା ଭୁବନେଶ୍ୱର :ଜୁଲାଇ ୯: ଆଉ ଲୋକଙ୍କୁ ଆସିବାକୁ ପଡ଼ିବନି ସରକାରୀ ଅଫିସ । ଏଣିକି ଅନ୍‌ଲାଇନରେ ମିଳିବ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ପାଇଁ ୫-ଟି ପଦକ୍ଷେପ ଅଧୀନରେ ୮ଟି ଟେକ୍ନୋଲୋଜି ଚାଳିତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୋ ସରକାର ଶାସନର ଗୁଣବତ୍ତାରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯାହାକି […]
Read More...
ଓଡ଼ିଶା 

ନବୀନ କହିଲେ ‘ଜୟ ଜଗନ୍ନାଥ’; ଟ୍ୱିଟର ପେଜରେ ଲେଖିଲେ ମୁଖ୍ୟମନ୍ତ୍ରୀ

ନବୀନ କହିଲେ ‘ଜୟ ଜଗନ୍ନାଥ’; ଟ୍ୱିଟର ପେଜରେ ଲେଖିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର :ଜୁନ ୨୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଲେ ଜୟ ଜଗନ୍ନାଥ। ନିଜ ଟ୍ୱିଟର ପେଜରେ ଜୟ ଜଗନ୍ନାଥ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ବଡ ଦାଣ୍ଡରେ ରଥ ଗଡିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଆନନ୍ଦର ଅଶ୍ରୁ ବୋହିଛି । ସମସ୍ତେ ଓଡ଼ିଆ ଜାତିର ଜୟ ହୋଇଥିବା କହି ଜୟ ଜଗନ୍ନାଥ କହିଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ନିଜ ଟ୍ୱଟର ପେଜରେ ଜୟ ଜଗନ୍ନାଥ ଲେଖିଛନ୍ତି । ଶେଷରେ ସମସ୍ତଙ୍କ ଆଶା ଆଶଙ୍କାର […]
Read More...
ଓଡ଼ିଶା 

ଲକଡାଉନରେ ପୁଲିସର ସଂଯମ ଓ ମାନବିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଲକଡାଉନରେ ପୁଲିସର ସଂଯମ ଓ ମାନବିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର :ଜୁନ ୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା ପୁଲିିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜିଙ୍କ ସହିତ ଆଲୋଚନା କରିଛନ୍ତି । ଲକ୍‌ଡାଉନ ସମୟରେ ପୁଲିସର ସଂଯମ ଆଚରଣ ଓ ମାନବିକତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉକ୍ତ ସମୟରେ ପୋଲିସର କାର୍ଯ୍ୟ ଓ ଧର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟିର ଥିଲା ଓ ପ୍ରତିଟି କର୍ତ୍ତବ୍ୟକୁ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ସଂପାଦନ କରିଥିଲେ । ବହୁ ସ୍ଥାନରେ ସମସ୍ୟାରେ ପଡିଥିବା ଲୋକଙ୍କ ପ୍ରତି […]
Read More...
ଓଡ଼ିଶା 

ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ;କରୋନା ଯୋଦ୍ଧାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ;କରୋନା ଯୋଦ୍ଧାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଜୁନ ୧୦: କରୋନା ଭୂତାଣୁ ମୁକାବିଲା ନିମନ୍ତେ ଆଗାମୀ କିଛିି ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆମକୁ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ଯୋଦ୍ଧାଙ୍କ ସହିତ ଆଲୋଚନା କରି କହିଛନ୍ତି, ଆଗକୁ ମୌସୁମୀ ଆସୁ ଥିବାରୁ ଲୋକଙ୍କ ମଧ୍ୟରେ ଅନ୍ୟ ପ୍ରକାରର ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି […]
Read More...
ରାଜନୀତି  ଓଡ଼ିଶା 

ସି-ଭୋଟର ସର୍ଭେ; ପୁଣି ନବୀନ ନମ୍ବର ୱାନ୍‌

ସି-ଭୋଟର ସର୍ଭେ; ପୁଣି ନବୀନ ନମ୍ବର ୱାନ୍‌ ଭୁବନେଶ୍ୱର : ଜୁନ ୦୨:ପୁଣି ନବୀନ ନମ୍ବର ୱାନ୍‌ । ସର୍ବେକ୍ଷଣ ସଂସ୍ଥା ସି ଭୋଟର ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ଷ୍ଟେଟ ଅଫ ଦି ନେସନ ୨୦୨୦ -ମେ ସର୍ଭେ ପରେ ଏହି ତଥ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ଭେରେ ନବୀନ ୮୨ ଦଶମିକ ୯୬ ପ୍ରତିଶତ […]
Read More...
ଓଡ଼ିଶା 

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଅଜସ୍ର ଶୁଭେଚ୍ଛା; ସାରା ଓଡ଼ିଶା ଗାଇଲା ‘ବନ୍ଦେ ଉତ୍କଳ ଜନନୀ’

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଅଜସ୍ର ଶୁଭେଚ୍ଛା; ସାରା ଓଡ଼ିଶା ଗାଇଲା ‘ବନ୍ଦେ ଉତ୍କଳ ଜନନୀ’ ରିପୋର୍ଟ: ପପୁ ମହାନ୍ତି ଭୁବନେଶ୍ୱର : ମେ ୩୦: କୋଭିଡ଼ ଯୋଦ୍ଧାଙ୍କ ପାଇଁ ରାଜ୍ୟବାସୀ ଓଜାଡି ଦେଇଛନ୍ତି ଅଜସ୍ର ଶୁଭେଚ୍ଛା । ଲୋକସେବା ଭବନ ସମେତ ବିଭିନ୍ନ ଦପ୍ତର ଓ ରାଜରାସ୍ତା ସବୁଠି ଦଳମତ ଓ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶହଶହ ଜନତା ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ l କେବଳ ଜନତା ନୁହଁନ୍ତି ନେତା,ଅଭିନେତା, ଛାତ୍ରଛାତ୍ରୀ, ପୋଲିସ ବାହୀନି ସମସ୍ତେ ସାମିଲ ହୋଇଥିଲେ ଏଥିରେ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସନ୍ଧ୍ୟା ୫ଟା୩୦ମିନିଟରେ ସର୍ବତ୍ର […]
Read More...
ଓଡ଼ିଶା 

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ Edited by Papu Mohanty ଭୁବନେଶ୍ୱର : May 21:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ପରିକ୍ରମା କରିବା ସହିତ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ବାତ୍ୟା ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ବିଶେଷ କରି ଫସଲ ନଷ୍ଟ ନେଇ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ କ୍ଷୟକ୍ଷତି ଘଟିଥିବା ରାସ୍ତା ଘାଟ ଓ ବନ୍ଧ ବାଡ ତୁରନ୍ତ ମରାମତି ସହିତ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକରେ ସାଧାରଣ ଜୀବନଯାତ୍ରା ଫେରାଇ […]
Read More...

Advertisement