Odisha Chief Minister Naveen Patnaik
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମୁଖ୍ୟମନ୍ତ୍ରୀ ଦେବେ ଶୀତ ସହାୟତା ରାଶି, ମିଳିବ ୩୦୦ ଟଙ୍କା
Published On
By Samaya Live
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପ୍ରକୋପ ବୃଦ୍ଧି ପାଇବାକୁ ଲାଗିଲାଣି । କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ଦିନକୁ ଦିନ ତାପମାତ୍ର ହ ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଶୀତ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିସେମ୍ବର ପହିଲା ସୁଦ୍ଧା ଗରିବ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଏକ […]
୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା
Published On
By Samaya Live
ଭୁବନେଶ୍ୱର: ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ମିଳୁ ବୋଲି ବହୁ ବର୍ଷରୁ ଦାବି ହୋଇଆସୁଥିଲା । ତେବେ ଏନେଇ ଆଜି ପଦ୍ମପୁରବାସୀଙ୍କୁ ସବୁଜ ସଙ୍କେତ ମିଳିଛି । ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ଅନୁସାରେ, କ୍ରିୟାନୁଷ୍ଠାନ କମିଟି ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲ । ଉକ୍ତ ବୈଠକରେ ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ […]
ବରିଷ୍ଠ ବିଜେଡି ନେତ। କିଶୋର ମହ।ନ୍ତିଙ୍କ ପରଲୋକ
Published On
By Samaya Live
ଝ।ରସୁଗୁଡ।:ଡିସେମ୍ବର ୩୧: ବ୍ରଜର।ଜନଗର ବିଧ।ୟକ, ବରିଷ୍ଠ ବିଜେଡି ନେତ। କିଶୋର ମହ।ନ୍ତିଙ୍କ ପରଲୋକ । ହୃଦଘ।ତ ଜନିତ ଚିକିତ୍ସ। ବେଳେ ତାଙ୍କର ପରଲୋକ ଘଟିଥିବ। ସୂଚନ। ମିଳିଛି। ସେ ଏକ ଶୋକ ସଭାକୁ ଯାଇଥିବା ବେଳେ ସେଠାରେ ଅସୁସ୍ଥ ମନେ କରିଥିଲେ । ତେବେ ଝ।ରସୁଗୁଡ଼।ର ଏକ ଘରୋଇ ମେଡିକ।ଲରେ ଚିକିତ୍ସ।ଧୀନ ଅବସ୍ଥ।ରେ ତ।ଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ସ୍ୱର୍ଗତ କିଶୋର ମହ।ନ୍ତି ଝ।ରସୁଗୁଡ଼।ରୁ ୩ ଥର ବିଧ।ୟକ ହୋଇଥିବା ବେଳେ ଚଳିତ ଥର ସେ […]

