Odisha celebrates Rakhi Purnami
ଓଡ଼ିଶା 

ପୁର ପଲ୍ଲିରେ ପାଳିତ ହେଲା ରାକ୍ଷୀ ପୂର୍ଣ୍ଣମୀ ପର୍ବ

ପୁର ପଲ୍ଲିରେ ପାଳିତ ହେଲା ରାକ୍ଷୀ ପୂର୍ଣ୍ଣମୀ ପର୍ବ ପୁରୀ:ଅଗଷ୍ଟ ୪:(ସବ୍ୟୁ): ସ୍ନେହ, ଶ୍ରଦ୍ଧା ଓ ସୌହାର୍ଦ୍ଦର ପର୍ବ ରାକ୍ଷୀ ପୂର୍ଣ୍ଣମୀ ଶ୍ରୀକ୍ଷେତ୍ର ସମେତ ସମଗ୍ର ପୁରୀ ଜିଲ୍ଲାର ପୁରପଲ୍ଲିରେ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀମନ୍ଦିର ସମେତ ବିଭିନ୍ନ ମନ୍ଦିର, ମଠ ଓ ଘରେ ପୂଜା ପାଉଥିବା ଠାକୁରମାନଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସଙ୍ଗେ ସଙ୍ଗେ ରାକ୍ଷୀ ଲାଗି କରାଯାଇଥିଲା । ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଭାଇମାନଙ୍କ ହାତରେ ଭଉଣୀମାନେ ସେମାନଙ୍କ ସ୍ନେହ ଓ ମମତାର ପ୍ରତୀକ ରାକ୍ଷୀ ବାନ୍ଧିଥିଲେ । […]
Read More...

Advertisement