Odisha Capital
ଓଡ଼ିଶା 

ଭୁବନେଶ୍ୱର ରେ ୩୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୪୭ କୁ ବୃଦ୍ଧି

ଭୁବନେଶ୍ୱର ରେ ୩୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୪୭ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୨୭: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୩୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ତେବେ, ସେଥିରୁ ୧୮୩ ଜଣ ସଙ୍ଗରୋଧ ରେ ଥିବା ବେଳେ ବାକି ୨୦୩ ଟି ଲୋକାଲ କଂଟାକଟ କେଶ I ଦୁଇ ଦିନ ହେଲା ଲୋକାଲ କେଶ ବଢ଼ୁଥିବାର ଲକ୍ଷ କରାଯାଉଛି I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୪୭ କୁ ବୃଦ୍ଧି ପାଇଛି I ଆଜି ଭୁବନେଶ୍ୱର […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୭୨ କୁ ବୃଦ୍ଧି

ଭୁବନେଶ୍ୱର ରେ ୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୭୨ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୬: ଭୁବନେଶ୍ୱର ରେ ୨୪ ଘଂଟାରେ ୧୧୮ ଟି କୋଭିଡ ପଜିଟିଭ ଚିହ୍ନଟ ହେଇଛନ୍ତି I ସେଥିରୁ, ୭୧ ଟି Quarantine case ଥିବା ବେଳେ ୪୭ ଟି Local Contact case ଅଛି I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩,୪୭୨ କୁ ବୃଦ୍ଧି ପାଇଛି I ଭୁବନେଶ୍ୱର ମହାନଗର ନିଗମ ର ସୂଚନା ଅନୁସାରେ, ଆଜି ଭୁବନେଶ୍ୱର ରୁ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ୨୪ ଘଂଟାରେ ୨୪୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର ରେ ୨୪ ଘଂଟାରେ ୨୪୮ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୨୪: ଭୁବନେଶ୍ୱରରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୨୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିରୁ, ୨୦୭ ଜଣ Quarantine ରେ ଥିବା ଅବସ୍ଥାରେ ଚିହ୍ନଟ ହେଇଛନ୍ତି ଏବଂ ୪୧ ଟି Local Contact Case ବୋଲି BMC ଟ୍ୱଇଟ ରୁ ଜଣାପଡିଛି I ଅନ୍ୟପକ୍ଷରେ, ୨୪ ଘଂଟାରେ ୨୯ ଜଣ ସୁସ୍ଥ ହେଇଛନ୍ତି I ଭୁବନେଶ୍ୱର ରେ ମୋଟ କରୋନା ସଂକ୍ରାମିତଙ୍କ ସଂଖ୍ୟା ୧,୭୧୭ କୁ ବୃଦ୍ଧି ପାଇଛି I […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ଗୋଟିଏ ଦିନରେ ୯୧ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ

ଭୁବନେଶ୍ୱର ରେ ଗୋଟିଏ ଦିନରେ ୯୧ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୨୨: ଭୁବନେଶ୍ୱର ରେ ୨୪ ଘଂଟାରେ ୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୯ ଟି Local Contact Case ହେଇଥିବା ବେଳେ, ୭୨ ଜଣ Quarantine ରେ ଥିବା ବେଳେ ଚିହ୍ନଟ ହେଇଛନ୍ତି I ମଂଚେଶ୍ୱର ଅଂଚଳର ଗୋଟିଏ ଫ୍ଲୋର ମିଲ ରୁ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ଆଇ ଆର ସି ଭିଲେଜ ଅଂଚଳର ଗଣପତି ନଗର ବସ୍ତି ରୁ ୧୪ ଜଣ […]
Read More...
ଓଡ଼ିଶା 

ଭୁବନେଶ୍ୱରରେ ପୁଣି ୯୦ କରୋନା ପଜିଟିଭ, ୨୭ ଲୋକାଲ

ଭୁବନେଶ୍ୱରରେ ପୁଣି ୯୦ କରୋନା ପଜିଟିଭ, ୨୭ ଲୋକାଲ ଭୁବନେଶ୍ୱର : ଜୁଲାଇ ୧୫:ରାଜଧାନୀ ଭୁବନେଶ୍ୱରରେ ଗ୍ରାସୁଛି କରୋନା । ବୁଧବାର ଭୁବନେଶ୍ୱରରେ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୬୩ କ ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୭ ଲୋକାଲ କେସ୍‌ ରହିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ କେବଳ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ହୋଇଛି । ସେଥିରୁ ୩୮୫ ସୁସ୍ଥ ହୋଇଥିବା ବେଳେ ୧୧ […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ୧୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର ରେ ୧୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୬: ଭୁବନେଶ୍ୱର ରେ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୫ ଜଣ Quarantine ରେ ଥିଲେ ଏବଂ ୧୦ ଜଣ local contact case I ଆଉ ଦୁଇଜଣ କୋଭିଡ ଯୋଦ୍ଧା ମଧ୍ୟ କରୋନା ରେ ଆକ୍ରାନ୍ତ ହେଇଛନ୍ତି I ଆଜି ଭୁବନେଶ୍ୱରରେ ଆଉ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ରେ ଏ ପର୍ଯ୍ୟନ୍ତ ମୋଟ ୪୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇସାରିଲେଣି […]
Read More...
ଓଡ଼ିଶା 

୨୪ ଘଂଟାରେ ଭୁବନେଶ୍ୱରରେ ଚିହ୍ନଟ ହେଲେ ୧୯ କରୋନା ସଂକ୍ରମିତ ଏବଂ ସୁସ୍ଥହେଲେ ୨୩ ଜଣ

୨୪ ଘଂଟାରେ ଭୁବନେଶ୍ୱରରେ ଚିହ୍ନଟ ହେଲେ ୧୯ କରୋନା ସଂକ୍ରମିତ ଏବଂ ସୁସ୍ଥହେଲେ ୨୩ ଜଣ ଭୁବନେଶ୍ୱର: ଜୁଲାଇ ୫: ଭୁବନେଶ୍ୱର ରୁ ଆଜି ଚିହ୍ନଟ ହେଇଛନ୍ତି ୧୯ ଜଣ କରୋନା ଆକ୍ରାନ୍ତ I ସେମାନଙ୍କ ମଧ୍ୟରେ ୯ ଜଣ quarantine ରେ ଥିଲେ ଏବଂ ବାକି ୮ ଜଣ local contact case I କଳ୍ପନା ଛକ ରେ ଥିବା ଗୋଟିଏ ସରକାରୀ ଅଫିସର ଦୁଇ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି ବୋଲି BMC ଟ୍ୱଇଟ ରେ ଦର୍ଶାଯାଇଛି I ତେବେ ଆଜି ଭୁବନେଶ୍ୱରରେ ଆଉ ୨୩ଜଣ କରୋନା ଆକ୍ରାନ୍ତ […]
Read More...
ଓଡ଼ିଶା 

ଭୁବନେଶ୍ୱରରେ ୧୯ କରୋନା ଆକ୍ରାନ୍ତ , ୧୫ ଲୋକାଲ; ୯ ହସ୍ପିଟାଲ କର୍ମଚାରୀ ପଜିଟିଭ

ଭୁବନେଶ୍ୱରରେ ୧୯ କରୋନା ଆକ୍ରାନ୍ତ , ୧୫ ଲୋକାଲ; ୯ ହସ୍ପିଟାଲ କର୍ମଚାରୀ ପଜିଟିଭ ଭୁବନେଶ୍ୱର : ଜୁନ ୨୦: ରାଜଧାନୀରେ ପୁଣି ଆଜି ୧୯ ଜଣ କରୋନା ପଜିଟିଭ । ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ ଲୋକାଲ କେସ୍‌ ଥିବାବେଳେ ଚାରି ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ ।ସଂକ୍ରମିତଙ୍କ Contact ଟ୍ରେସିଂ ଜାରି ରହିଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।। ବିଏମ୍‌ସିର ଟ୍ୱିଟ୍‌ ଅନୁସାରେ, ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଘରୋଇ ହସ୍ପିଟାଲର ତିନି ଜଣ ମହିଳା(୨୭ ବର୍ଷ, ୨୪ବର୍ଷ, ୨୧ବର୍ଷ) ଓ ତିନି ଜଣ ପୁରୁଷ (୨୯ ବର୍ଷ, ୨୧ ବର୍ଷ, […]
Read More...

Advertisement